କୋଲକାତାକୁ ୨୭ ରନରେ ପରାସ୍ତ କରି ଆଇପିଏଲ ଟ୍ରଫି ଜିତିଲା ଧୋନିଙ୍କ ଚେନ୍ନାଇ
ଦୁବାଇ : ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ଚତୁର୍ଥ ଥର ପାଇଁ ଜିତିଛି ଇଣ୍ଡିଆନ ପ୍ରିମିୟର ଲିଗ ଆଇପିଏଲ । ଆଜି ଫାଇନାଲରେ କୋଲକାତା ନାଇଟ ରାଇଡ଼ର୍ସକୁ ହରାଇ ଚେନ୍ନାଇ ଚାମ୍ପିଅନ ହୋଇଛି । ୧୯୩ ରନର ବିଜୟ ଲକ୍ଷ୍ୟ ନେଇ କୋଲକାତା ବଢିଆ ଷ୍ଟାର୍ଟ କରିଥିଲା । ଓପନର ଶୁଭମାନ ଗିଲ ୫୧ ଓ ଭେଙ୍କଟେଶ…