Browsing Tag

chennai rain

ଚର୍ଚ୍ଚାରେ ମହିଳା ଇନିସପେକ୍ଟର ରାଜେଶ୍ୱରୀ: ଅଚେତ ଯୁବକଙ୍କୁ କାନ୍ଧରେ ବୋହି ପଠାଇଲେ ଚିକିତ୍ସା ପାଇଁ, ଭିଡିଓ ଭାଇରାଲ୍

ଚେନ୍ନାଇ: ଲେଡି ଇନିସପେକ୍ଟରଙ୍କ ସାହସିକତା। ଚେନ୍ନାଇରେ ବନ୍ୟା ବିପନ୍ନଙ୍କୁ ଉଦ୍ଧାର ବେଳେ ଚର୍ଚ୍ଚାରେ ଜଣେ ମହିଳା ଇନିସପେକ୍ଟର । ଅଚେତ ଯୁବକଙ୍କୁ କାନ୍ଧରେ ବୋହି ଚିକିତ୍ସା ପାଇଁ ଅଟୋରେ ପଠାଇଲେ ଟିପି ଚାତ୍ରମ୍‌ ପୋଲିସ ଷ୍ଟେସନ୍‌ର ଇନିସପେକ୍ଟର ରାଜେଶ୍ୱରୀ । ଜଣେ ଯୁବକଙ୍କୁ ସେ…