ଆଜି ପୁଣିଥରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ, ଜିତିବାକୁ ସବୁ କୌଶଳ ଆପଣାଇବ ଚେନ୍ନାଇ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ର ୩୭ ତମ ମ୍ୟାଚ୍ ସୋମବାର ଚେନ୍ନାଇ ସୁପରକିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ଟିମ୍ ମଧ୍ୟରେ ଶେଖ୍ ଜାୟେଦ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଉଭୟ ଟିମ୍ର ସମାନତାର ହେଉଛି ଏବେ ଯାଏଁ ଖେଳିଥିବା ୯ଟି ମ୍ୟାଚ୍ରେ ଉଭୟଙ୍କୁ ୬-୬ ମ୍ୟାଚ୍ରେ ପରାଜୟବରଣ କରିବାକୁ…