Browsing Tag

chennais railway station

ଏହି ବୁଲାକୁକୁର RPF ସହ ମିଶି ଷ୍ଟେସନ୍‌ରେ ଦେଉଛି ପହରା, କିଛି ସନ୍ଦେହଜନକ ଦେଖିଲେ ଏମିତି କରୁଛି ଆଲର୍ଟ

କୁକୁରକୁ ମଣିଷର ସବୁଠାରୁ ବିଶ୍ୱସ୍ତ ଜୀବ ବୋଲି କୁହାଯାଏ। ଥରେ ଖାଇବାକୁ ଦେଲେ ବୁଲା କୁକୁରଟିଏ ବି ଘର ସାମ୍ନାରେ ପଡ଼ିରହିଥାଏ। ମାଲିକକୁ ସୁରକ୍ଷା ଦେବା ସହ ବିପଦ ଆସିଲେ ନିଜ ଜୀବନକୁ ମଧ୍ୟ ବାଜି ଲଗାଇବାକୁ ପଛାଇନଥାଏ କୁକୁର। କେବଳ ଘରେ ନୁହେଁ ବାହାରେ ମଧ୍ୟ କୁକୁର ସମସ୍ତଙ୍କ ବନ୍ଧୁ ଭାବେ…