ଭାରତ ଏବଂ ଇଂଲଣ୍ଡ ଦ୍ବିତୀୟ ଟି୨୦ : ଅଭିଷେକ ଶର୍ମା ଆହତ, ପ୍ରଥମ ମ୍ୟାଚ୍ ହାରିବା ପରେ ଟିମରେ ପରିବର୍ତ୍ତନ କଲା ଇଂଲଣ୍ଡ
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟି୨୦ ସିରିଜର ଦ୍ବିତୀୟ ମ୍ୟାଚ୍ ଚେନ୍ନାଇର ଚେପାକରେ ଖେଳାଯିବ । ପ୍ରଥମ ଟି୨୦ ମ୍ୟାଚକୁ ୭ ୱିକେଟରେ ସୂର୍ଯ୍ୟ ବାହିନୀ ଜିତିଥିବା ବେଳେ ଦ୍ବିତୀୟ ଜିତିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ମ୍ୟାଚରେ ଭାରତୀୟ ବ୍ୟାଟର ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଇଂନିସ…