କଣ ଆପଣଙ୍କୁ ଜଣାଅଛି ବ୍ୟାଙ୍କ ଚେକରେ ଗାର ଥାଏ କାହିଁକି? ଜାଣନ୍ତୁ ଏହା ପଛର କାରଣ
ବ୍ୟାଙ୍କରେ ଖାତା ଖୋଲିବା ବେଳେ ପ୍ରତ୍ୟେକ ଗ୍ରାହକଙ୍କୁ ଚେକବୁକ ପ୍ରଦାନ କରାଯାଇଥାଏ । ତେବେ ଆଜିକାଲି ଚେକ୍ ବ୍ୟବହାର କମ୍ ହୋଇଯାଇଛି । କିନ୍ତୁ ଆଜି ବି ଚେକ୍ ଜରିଆରେ ବଡ ବଡ ପେମେଣ୍ଟ ହୋଇଥାଏ । ତେବେ ଚେକ୍ ସହ ଯୋଡି ହୋଇଥିବା କିଛି ନିୟମ ହୁଏତ ଆପଣ ଜାଣି ନଥିବେ । ତେଣୁ ଏସବୁ ନିୟମ…