ବାହୁଡା ଯାତ୍ରାରେ ହରିବୋଲ ଶବ୍ଦରେ କମ୍ପି ଉଠୁଛି ଶରଧାବାଲି, ତିନି ରଥରେ ଛେରାପହଁରା ନୀତି ସମାପନ କଲେ ଗଜପତି ମହାରାଜ
ପୁରୀ(କେନ୍ୟୁଜ୍): ରଥାରୁଢ ଚତୁର୍ଦ୍ଧାମୂର୍ତ୍ତି । ନିଜର ପତିତପାବନ ନାମକୁ ସାର୍ଥକ କରିବା ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଚାଲି ଆସିଥିବା କାଳିଆ ସାଆନ୍ତଙ୍କ ଆଜି ପ୍ରସିଦ୍ଧ ବାହୁଡା ଯାତ୍ରା । ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ଆଜି ବାହୁଡା ଯାତ୍ରାରେ ପୁଣି…