ଚୁଇଁଗମ୍ରେ କଳାକୃତି, ୧୦୦୦ରୁ ଊର୍ଦ୍ଧ୍ୱ ବ୍ୟବହୃତ ଚୁଇଁଗମ୍ରେ କାରିଗରୀ ଦେଖାଇଛନ୍ତି ଏହି ବ୍ୟକ୍ତି
ଚୁଇଁଗମ୍କୁ ଚୋବାଇ ସାରିବା ପରେ ଲୋକମାନେ ତାହାକୁ ଫିଙ୍ଗି ଦେଇଥାନ୍ତି। ଏହା କେତେବେଳେ କାହା ପାଦରେ ଲାଗେ ତ କାହା ହାତରେ। ଛାଡ଼ିବାକୁ ସମସ୍ୟା ହେଉଥିବାରୁ ଥରେ ଦେହରେ ଲାଗିଲେ ଲୋକେ ବିରକ୍ତ ହୋଇଯାଆନ୍ତି ଓ ଛଡ଼ାଇବାକୁ ନାନାଦି ଉପାୟ ଆପଣାଇଥାନ୍ତି। କିନ୍ତୁ ଜଣେ ଏମିତି ବ୍ୟକ୍ତି ଅଛନ୍ତି…