ଆଜି ଜମିବ ଅସଲ ଛାଡଖାଇ ବେପାର, ଆମିଷ ବଜାରରେ ଲୋକଙ୍କ ଖଚାଖଚ ଭିଡ଼
ସରିଲା କାର୍ତ୍ତିକ ପଶିଲା ମାର୍ଗଶିର । ଗତକାଲି ସଂକ୍ରାନ୍ତି ଥିବାରୁ ଆଜି ଜମିବ ଅସଲ ଛାଡଖାଇ । ମାସେ ହେଲାଣି ପାଟିରେ ଆମିଷ ବାଜିନଥିଲା । ତେଣୁ ଅନେଇ ବସାଇଥିଲେ ପାଟିରେ ଟିକେ ଆମିଷ ପାଣି ବଜାଇବାକୁ । ସେଥିପାଇଁ ସକାଳୁ ସକାଳୁ ବିଭିନ୍ନ ଆମିଷ ବଜାରରେ ଲୋକଙ୍କ ଗହଳି ଲାଗିଛି । ବିଭିନ୍ନ…