ଖୁଲମ୍ଖୁଲା ବଜାରରେ ମିଳୁଛି ଏସିଡ୍, ଛପାକ୍ ରିଲିଜ୍ ହେବା ପରେ ନିଜେ ଦୀପିକା କଲେ ଷ୍ଟିଙ୍ଗ୍ ଅପରେସନ୍
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ଫିଲ୍ମ ‘ଛପାକ’ ଏସିଡ୍ ଆଟାକ୍ର ଶିକାର ହୋଇଥିବା ଯୁବତୀ ଲକ୍ଷ୍ମୀ ଅଗ୍ରଓ୍ଵାଲଙ୍କ ଜୀବନୀଙ୍କୁ ନେଇ ନିର୍ମିତ। ଏହି ଫିଲ୍ମର ଏକ ଚର୍ଚ୍ଚିତ ଡାଇଲଗ୍ ସମସ୍ତଙ୍କ ହୃଦୟକୁ ଛୁଇଁଛି। ଡାଇଲଗ୍ଟି ହେଉଛି ‘କେତେକ ଭଲ ହୋଇଥାନ୍ତା ଯଦି ଏସିଡ୍ ବିକ୍ରି…