Browsing Tag

chhatisa nijog meeting

ଆଜି ଅପରାହ୍ନ ୫ଟାରେ ଛତିଶା ନିଯୋଗ ବୈଠକ, ନାଟମଣ୍ଡପ ମରାମତି ସମ୍ପର୍କରେ ହେବ ଆଲୋଚନା

ପୁରୀ(କେନ୍ୟୁଜ୍):  ଆଜି ଛତିଶା ନିଯୋଗ ବୈଠକ । ପୁରୀ ଭକ୍ତ ନିବାସ ପରିସରରେ ଅପରାହ୍ନ ୫ଟାରେ ବୈଠକ ବସିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ନାଟମଣ୍ଡପ ମରାମତି ସମ୍ପର୍କରେ ଆଲୋଚନା ହେବ । ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା…

ଆଜି ଛତିଶା ନିଯୋଗ ବୈଠକ, ପୁରୀ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅପରାହ୍ନ ୫ଟାରେ

ପୁରୀ(କେନ୍ୟୁଜ) : ଆଜି ଛତିଶା ନିଯୋଗ ବୈଠକ। ପୁରୀ ନୀଳାଦ୍ରି ଭକ୍ତ ନିବାସ ପରିସରରେ ଅପରାହ୍ନ ୫ଟାରେ ବୈଠକ ବସିବ। ବୈଠକରେ ମୁଖ୍ୟତଃ ଆସନ୍ତା ଜାନୁୟାରୀ ୧୭ ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇପାରେ । ଗତ ୮ ତାରିଖରେ ଅନୁଷ୍ଠିତ…

ଆଜି ଛତିଶା ନିଯୋଗ ବୈଠକ: ମହାପ୍ରଭୁଙ୍କ ମେଣ୍ଢାପୋଡି ଓ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା

ପୁରୀ(କେନ୍ୟୁଜ୍): ଆଜି ଛତିଶା ନିଯୋଗ ବୈଠକ । ପୁରୀ ନୀଳାଦ୍ରି ଭକ୍ତ ନିବାସରେ ସନ୍ଧ୍ୟା ୫ଟାରେ ବୈଠକ ବସିବ। ବୈଠକରେ ମହାପ୍ରଭୁଙ୍କ ମେଣ୍ଢାପୋଡି ଓ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ବିସ୍ତୃତ ଆଲୋଚନା କରାଯିବ। ଆସନ୍ତା ମାର୍ଚ୍ଚ ୬ତାରିଖରେ ମେଣ୍ଢାପୋଡି ନୀତି ଓ ୭ତାରିଖରେ…

ହେତୁବାଦୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅ, ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗର ଚିଠି

ପୁରୀ(କେନ୍ୟୁଜ୍): ହେତୁବାଦୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛତିଶା ନିଯୋଗର ଚିଠି । ତୁରନ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି । ନହେଲେ ଆଗାମୀ ଦିନରେ ଏହାକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ…

ଆଜି ବସିବ ଛତିଶାନିଯୋଗ ବୈଠକ, ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଭକ୍ତ ଦର୍ଶନ କରିପାରିବେ କି ନାହିଁ, ସେନେଇ ହେବ ଆଲୋଚନା

ପୁରୀ (କେନ୍ୟୁଜ): ଆଜି ବସିବ ଛତିଶାନିଯୋଗ ବୈଠକ । ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବସିବାକୁ ଯାଉଛି ଛତିଶା ନିଯୋଗ ବୈଠକ । ଅପରାହ୍ନ ସାଢ଼େ ୩ଟାରେ ନିଳାଦ୍ରୀ ଭକ୍ତ ନିବାସରେ ହେବ ଆଲୋଚନା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଭକ୍ତ…

ଆଜି ପୁରୀ ବଡଦାଣ୍ଡସ୍ଥିତ ନୀଳାଦ୍ରି ନିବାସରେ ବସିବ ଛତିଶା ନିଯୋଗ ବୈଠକ

ପୁରୀ(କେନ୍ଯୁଜ୍): ଆଜି ବସୁଛି ଛତିଶା ନିଯୋଗ ବୈଠକ । ପୁରୀ ବଡଦାଣ୍ଡସ୍ଥିତ ନୀଳାଦ୍ରି ନିବାସରେ ବସିବ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ବୈଠକରେ ଜିଲ୍ଲାପାଳ, ଏସପି, ଛତିଶା ନିଯୋଗର ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ । ବୈଠକରେ ଦଶହରା ଓ କାର୍ତ୍ତିକ…