Browsing Tag

chhatisgarah bastar ig fake account

ଆଇଜିଙ୍କ ନାଁରେ ଫେକ ଆକାଉଣ୍ଟ କରି ଲୁଟୁଥିଲା ଟଙ୍କା, ଶେଷରେ ଆକାଉଣ୍ଟ ହେଲା ବ୍ଲକ

ଛତିଶଗଡ଼ରୁ ଏକ ଆଶ୍ଚର୍ଯର୍୍ୟକାରୀ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ସାଇବର କ୍ରାଇମର ଶେଷ ସୀମା ପାର ହେବାର ଖବର ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ସାଇବର ଅପରାଧିଙ୍କ ପ୍ରଭାବ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଏବେ ଆଇଜିଙ୍କର ଫର୍ଜି ଆଇଡ଼ି ତିଆରି କରି ଲୋକଙ୍କଠୁ ଟଙ୍କା ହଡ଼ପ କରିଚାଲିଛନ୍ତି ।…