Browsing Tag

chhatisgarh

କୁଖ୍ୟାତ ନକ୍ସଲ କମାଣ୍ଡରର ଆତ୍ମସମର୍ପଣ, ଥିଲା ୧ କୋଟିର ପୁରସ୍କାର ରାଶି

ନୂଆଦିଲ୍ଲୀ : ମହାରାଷ୍ଟ୍ର, ମଧ୍ୟପ୍ରଦେଶ-ଛତିଶଗଡ଼ରେ ଭୁଶୁଡିଛି ନକ୍ସଲଗଡ଼ । ମଧ୍ୟପ୍ରଦେଶରେ ଆତ୍ମସମର୍ପଣ କଲେ ୧୨ କ୍ୟାଡର ନକ୍ସଲ । ବିପୁଳ ମାରଣାସ୍ତ୍ର ସହ ସରେଣ୍ଡର କଲେ ୧୨ କ୍ୟାଡର ମାଓବାଦୀ । କୁଖ୍ୟାତ ନକ୍ସଲ କମାଣ୍ଡର ରାମଧୋର ମଜ୍ଜି ଆଜି ସକାଳେ ଛତିଶଗଡ଼ ବକରକଟ୍ଟାରେ ସରେଣ୍ଡର…

ଛତିଶଗଡର ବିଜାପୁରରେ ଏନକାଉଣ୍ଟର, ୬ ନକ୍ସଲ ନିହତ, ଦୁଇ ଯବାନ ସହିଦ

ଛତିଶଗଡ : ଭାରତକୁ ନକ୍ସଲମୁକ୍ତ କରିବା ପାଇଁ ଛତିଶଗଡର ବିଜାପୁରରେ ପୁଣି ବଡ଼ ଧରଣର ଏନକାଉଣ୍ଟର । ୬ ନକ୍ସଲ ନିହତ, ଦୁଇ ଯବାନ ସହିଦ ହୋଇଛନ୍ତି । ଭାରତକୁ ନକ୍ସଲ ମୁକ୍ତ କରିବା ପାଇଁ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିଛି । ଛତିଶଗଡ଼ର ବିଜାପୁର-ଦାନ୍ତେୱାଡା ସୀମାରେ ସୈନିକ ଏବଂ…

ବିଳାସପୁର ଟ୍ରେନ ଦୁର୍ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆସିଲା, ଲୋକୋ ପାଇଲଟ ମାନିନଥିଲେ ସିଗନାଲ୍

ବିଳାସପୁର : ଛତିଶଗଡ଼ ବିଳାସପୁରରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୧୧ ଜଣଙ୍କ ଜୀବନ ଚାଲିଯାଇଛି । ଏବେ ଟ୍ରେନ ଦୁର୍ଘଟଣାର କାରଣ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଯାଞ୍ଚରୁ ଜାଣିବାକୁ ମିଳିଛି କି, ସିଗନାଲ ନମାନି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା ମେମୁ ଟ୍ରେନ । ଲୋକ ପାଇଲଟ ସିଗନାଲ ନିୟମକୁ…

ବିଳାସପୁରରେ ଟ୍ରେନ ଦୁର୍ଘଟଣା, ମାଲବାହୀ ଟ୍ରେନକୁ ଧକ୍କା ଦେଲା ପାସେଞ୍ଜର, ୧୦ ମୃତ

ବିଳାସପୁର : ଛତିଶଗଡ ବିଳାସପୁରରେ ବଡ଼ ଟ୍ରେନ ଦୁର୍ଘଟଣା । ହାୱଡା ରୁଟରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହୋଇଛି । ଅନେକ ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଗକୁ ଏହି ସଂଖ୍ୟା ବଢିବାରେ ବୋଲି ଅନୁମାନ…

ଟ୍ରକ୍-ବୋଲେରୋ ଧକ୍କା, ୫ ମୃତ ଏବଂ ୪ ଆହତ

ଛତିଶଗଡ଼ : ଛତିଶଗଡ଼ର କବିରଧାମ ଜିଲ୍ଲାରେ ମର୍ମନ୍ତୁଦ ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଟ୍ରକ୍-ବୋଲେରୋ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି କରିଛି ।…

ଛତିଶଗଡ଼ : ପିଲାମାନଙ୍କୁ ଦିଆଗଲା କୁକୁର ଖାଇଥିବା ମଧ୍ୟାହ୍ନଭୋଜନ, ୭୮ ପିଲାଙ୍କୁ ଲାଗିଲା ଇଞ୍ଜେକସନ

ଛତିଶଗଡ଼ ବଲୋଦାବଜାରରେ ଜିଲ୍ଲାର ସରକାରୀ ସ୍କୁଲରେ ପିଲାଙ୍କୁ କୁକର ଖାଇଥିବା ବଳକା ଖାଦ୍ୟ ଖାଇଲେ ପିଲା । ଘଟଣା ଜଣାପଡିବା ପରେ ୭୮ ଜଣ ପିଲାଙ୍କୁ ଆଣ୍ଟି-ରାବିଜ୍ ଟିକା ନେବାକୁ ପଡିଛି । ଏହାସହିତ ମାମଲାର ଯାଞ୍ଚ ପାଇଁ ଦାବି କରିଛନ୍ତି ପରିବାର ଲୋକେ । ଖବର ମୁତବାକ, ଛତିଶଗଡ଼ର…

ବିଜାପୁରରେ ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା, ଏନକାଉଣ୍ଟରରେ ୭ ନକ୍ସଲ ନିହତ

ଛତିଶଗଡ଼ : ବିଜାପୁର ଜିଲ୍ଲାରେ ସୁରକ୍ଷାବାହିନୀ ଦ୍ବାରା ୭ ଆତଙ୍କବାଦୀ ନିହତ । ଜାତୀୟ ଉଦ୍ୟାନରେ ଆତଙ୍କବାଦୀ ଅଭିଯାନରେ ବଡ଼ ସଫଳତା ହାସଲ କରିଛନ୍ତି ସୁରକ୍ଷାକର୍ମୀ । ଉଭୟଙ୍କ ମଧ୍ୟରେ ଏନକାଉଣ୍ଟର ପରେ ନିହତ ଆଙ୍କବାଦୀଙ୍କୁ ଉଦ୍ଧାର କରାଯାଇଛି । ସୂଚନାନୁଯାୟୀ, ଏହି ନିହତ ଆତଙ୍କବାଦୀଙ୍କ…

ଅବୁଝମାଡ଼ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ମାଓ ନେତା ବାସବରାଜୁ ସହ ୩୦ ନକ୍ସଲ ନିହତ

ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ସୁରକ୍ଷାବଳ ଏବଂ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଜାରି । ଗୁଳି ବିନିମୟରେ ୩୦ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା  ଛତିଶଗଡ଼ ଅବୁଝମାଡ଼ ଜଙ୍ଗଲରେ ବଡ଼ ମାଓ ଦମନ ଅପରେସନ୍ । ସୁରକ୍ଷାବାହିନୀକୁ ବଡ଼…

ନକ୍ସଲ ନିପାତ ଅଭିଯାନରୁ ଫେରୁଥିବା ବେଳେ K9 ରୋଲୋକୁ ମହୁମାଛି କଲେ ଆକ୍ରମଣ, ସହିଦ ରୋଲୋକୁ ତୋପ ସଲାମୀ

ଛତିଶଗଡରେ ନକ୍ସଲ ବିରୋଧୀ ଅଭିଯାନରେ ସିଆରପିଏଫ ବାଟାଲିୟନରେ ସାମିଲ ଥିବା K9 ରୋଲୋ ସହିଦ । ସାହସୀ ରୋଲୋକୁ ତୋପ ସଲାମୀ । ସିଆରପିଏଫର K9 ୨୨୮ବାଟାଲିଅନର ୨ବର୍ଷର କୁକୁର ରୋଲୋର ଶେଷକୃତ୍ୟ । ଛତିଶଗଡ଼ ସୁକମା ଜିଲ୍ଲାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ନକ୍ସଲ ନିପାତ ଅଭିଯାନରେ ଜୀବନ ହାରିଲା…

ପୁଣି ଭୁଶୁଡିଲା ଲାଲ୍ ଗଡ଼: ସର୍ଚ୍ଚ ଅପରେସନ ବେଳେ ୧୩ ମାଓବାଦୀ ଗିରଫ

ମାଲକାନଗିରି : ପୁଣି ଭୁଶୁଡିଲା ଲାଲ୍ ଗଡ଼ । ଗିରଫ ହେଲେ ୧୩ ମାଓବାଦୀ । ଛତିଶଗଡ଼ ବିଜାପୁର ପୋଲିସ ୧୩ ମାଓବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଟିଫିନ ବୋମା, କଡ଼େକ୍ସ ତାର ଭଳି ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ…

ଛତିଶଗଡ଼ ସୁକୁମା ଜିଲ୍ଲାରେ ଏନ୍‌କାଉଣ୍ଟର, ୧୬ ମାଓବାଦୀ ନିହତ

ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୬ ମାଓବାଦୀ ନିହତ । ଛତିଶଗଡ ସୁକମା ଜିଲ୍ଲାର ଅପମ୍ପଲ୍ଲୀ ଜଙ୍ଗଲରେ ଏନକାଉଣ୍ଟର। ମୃତ୍ୟୁ ସଂଖ୍ୟା ଆଗକୁ ବଢିବାର ମଧ୍ୟ ଆଶଙ୍କା ରହିଛି । ଏବେବି ଗୁଳି ବିନିମୟ ଜାରି ରହିଛି । ଖବର ଅନୁଯାୟୀ,…

ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ, ଘଟଣା ସ୍ଥଳରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର

ମାଲକାନଗିରି: ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର କେସାମୁଣ୍ଡି ଗାଁରେ ନିର୍ମମ ହତ୍ୟା କରାଯାଇଛି। ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ହେଲେ ହିଡ଼ମା ସୋଡି। ଘଟଣା…