ଛତିଶଗଡ଼ ରାୟଗଡ଼ର ବହୁ ଚର୍ଚ୍ଚିତ ମା’ ଓ ଝିଅ ଡବଲ ମର୍ଡରକୁ ନେଇ ନିର୍ମାଣ ହେବ ଓଡ଼ିଆ ଫିଲ୍ମ
ଛତିଶଗଡ଼ ରାୟଗଡ଼ର ବହୁ ଚର୍ଚ୍ଚିତ ମା’ ଓ ଝିଅ ଡବଲ ମର୍ଡରକୁ ନେଇ ନିର୍ମାଣ ହେବ ଓଡ଼ିଆ ଫିଲ୍ମ । ଫିଲ୍ମର ଟାଇଟଲ ରହିଛି 'ମାୟାବିନୀ'-ଏକ କଳ୍ପନା । ସିନେମାର ପ୍ରଯୋଜକ ଅଛନ୍ତି ଶ୍ରୀଧର ମାର୍ଥା । ଏଥିରେ ବଲିଉଡ ଓ ଟଲିଉଡର କିଛି କଳାକାର ମୁଖ୍ୟ ଭୂମିକାରେ ନଜର ଆସିବେ।
ପାଟଣାଗଡ଼ ପରେ ଏବେ…