Browsing Tag

chhatrapur

ଅତିରିକ୍ତ ତହସିଲଦାରଙ୍କୁ ସମାଜିକ ବାସନ୍ଦ ଘଟଣା, ୯ ଜଣଙ୍କ ନାଁରେ ମାମଲା ରୁଜୁ

ଛତ୍ରପୁର : ଅତିରିକ୍ତ ତହସିଲଦାରଙ୍କୁ ସମାଜିକ ବାସନ୍ଦ ଘଟଣା । ୯ ଜଣଙ୍କ ନାଁରେ ମାମଲା । ଆସିକାର ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କୁ କୈବର୍ତ୍ତ କୁଳ ସମାଜରୁ ବାସନ୍ଦ ନେଇ ଛତ୍ରପୁର ଥାନାରେ ହୋଇଛି ମାମଲା । ସୌଦାଗରଙ୍କ ପିତା ବିଜୟ ବେହେରାଙ୍କ ଅଭିଯୋଗ କ୍ରମେ କୈବର୍ତ୍ତ କୁଳ ସମାଜର…

ଛତ୍ରପୁରରୁ ୨୦ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ, ୨ ଜଣଙ୍କୁ ଅଟକ

ଛତ୍ରପୁର: ଛତ୍ରପୁରରେ ବେଆଇନ ବାଣ ଜବତ । ପ୍ରାୟ ୨୦ ଲକ୍ଷ ଟଙ୍କାର ବାଣ ଜବତ । ଛତ୍ରପୁର ଥାନା ଅନ୍ତର୍ଗତ ଛତ୍ରପୁର ଏନଏସିର ୩ ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ବିପୁଳ ପରିମାଣର ବାଣ ଜବତ କରିଛି ଛତ୍ରପୁର ଥାନା ପୋଲିସ । ଏହା ସହ ୨ ଜଣଙ୍କୁ ଅଟକ ରଖିଛି ।  ପ୍ରଥମେ ଛତ୍ରପୁର ଏନଏସିର ସାଇ…

ଜଳିଗଲା ସ୍କୁଟି ବୋଝେଇ ଟ୍ରକ, ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ଯାଉଥିଲା ଟ୍ରକ

ଛତ୍ରପୁର : ଛତ୍ରପୁର ଜାତୀୟ ରାଜପଥରେ ସ୍କୁଟି କଣ୍ଟେନରରେ ଲାଗିଲା ନିଆଁ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ହେଲେ ଏହାରି ମଧ୍ୟରେ କଣ୍ଟେନେରରେ ଥିବା ୩୦ ଇଲେକ୍ଟ୍ରିକ୍ ସ୍କୁଟି ଜଳିଯାଇଛି । ସୂଚନା ମୁତାବକ, କଣ୍ଟେନରଟି ସ୍କୁଟି ବୋଝେଇ କରି ଦିଲ୍ଲୀ…

ଇନଷ୍ଟାଗ୍ରାମ ପ୍ରେମର କରୁଣ ପରିଣତି, ପ୍ରେମିକର ଘରେ ଧାରଣା ଦେଲା ପ୍ରେମିକା

ଛତ୍ରପୁର :  ଇନଷ୍ଟାଗ୍ରାମ ପ୍ରେମର କରୁଣ ପରିଣତି । ପ୍ରେମିକର ଘରେ ଧାରଣା ଦେଲା ପ୍ରେମିକା । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳରୁ ଆସିଛି ଅଭିଯୋଗ। ଯୁବକ ଜଣକ ପୁନେରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ବେଳେ ଝିଅ ଜଣକ ହାଇଦ୍ରାବାଦରେ ରିସେପସନିଷ୍ଟ ଭାବେ କାର୍ଯ୍ୟ କରୁଥିଲେ ।…

ମନ୍ଦିରରୁ ଚୋରି କରିବା ପଡିଲା ମହଙ୍ଗା , ୬ ଗିରଫ

ଛତ୍ରପୁର : ମନ୍ଦିରରୁ ଚୋରି କରିବା ପଡିଲା ମହଙ୍ଗା । ଛତ୍ରପୁର ଥାନା ଅଧିନ ଉଜ୍ଜଳେଶ୍ୱରୀ ମନ୍ଦିର ଓ ଚମାଖଣ୍ଡି ଥାନା ଅଧିନ କଣମଣା ଗାଁରେ ଥିବା ମା କନକ ଦୁର୍ଗାଙ୍କ ମନ୍ଦିରରୁ ଚୋରି ହୋଇଥିଲା । ଏନେଇ ଆଜି ୬ଜଣ ଅଭିଯୁକ୍ତଙ୍କୁ ଗିରଫ୍ କରାଯାଇଛି । ଯାହାକୁ ନେଇ ଛତ୍ରପୁର ଏସଡିପିଓ ଚନ୍ଦନ…

କୁନି ଝିଅର ଫଟୋକୁ ବ୍ୟବହାର କରି ଆଦାୟ କରୁଥିଲେ ଟଙ୍କା , ଥାନାରେ ଅଭିଯୋଗ କଲେ ପରିବାର ଲୋକ

ଛତ୍ରପୁର : ଦୁଇଟି କିଡନୀ ହରାଇ ଜୀବନ ସହ ସଂଗ୍ରାମ କରୁଛନ୍ତି ୪ବର୍ଷର କୁନିଝିଅ ଅନୁଷ୍କା ।  ଏହି ସମୟରେ କିଛି ଅସାଧୁ ବ୍ୟକ୍ତିମାନେ ଝିଅର ଫଟୋକୁ ବ୍ୟବାହର କରି ବିଭିନ୍ନ  ସାମାଜିକ ଗଣମାଧ୍ୟମ ଜରିଆରେ ଟଙ୍କା ମାଗୁଛନ୍ତି । ଏନେଇ କୁନିଝିଅର ମାମୁଁ ସିଏଚ୍‌.ବିଜୟ କୁମାର ରେଡ୍ଡୀ ଓ ମା…

ବିଦ୍ୟୁତ ଆଘାତରେ ଗଲା ମହିଳାଙ୍କ ଜୀବନ , ସ୍ୱାମୀ ଓ ଝିଅ ଗୁରୁତର

ଛତ୍ରପୁର : ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ସ୍ୱାମୀ ଓ ଝିଅ ଗୁରୁତର ହୋଇଛନ୍ତି । ମୃତ ମହିଳା ଜଣକ ଗଞ୍ଜାମ ଥାନା ଅନ୍ତର୍ଗତ ଦାମୋଦରପୁର ଗାଁର ଆର୍‌. ଦମୟନ୍ତି ରେଡ୍ଡୀ । ଦମୟନ୍ତି ତାଙ୍କ ସ୍ୱାମୀ  ଆର୍‌. ନାରାୟଣ ରେଡ୍ଡୀ ଓ ଝିଅ ଆର. ବାସନ୍ତୀ ରେଡ୍ଡୀ ଗାଁରେ ଥିବା ତାଙ୍କ…

କୂଳ ଲଙ୍ଘିଲା ସମୁଦ୍ର : ଭୟଭୀତ ଅବସ୍ଥାରେ ଆର୍ଯ୍ୟପଲ୍ଲୀ ଗ୍ରାମବାସୀ

ଛତ୍ରପୁର : ଜଳବାୟୁ ପରିବର୍ତ୍ତନ ଯୋଗୁଁ ଦିନକୁ ଦିନ ସମୁଦ୍ର କୂଳ ଲଙ୍ଘିବାରେ ଲାଗିଛି । ଦୈନିକ ଜଳପତନ ବୃଦ୍ଧି ହେବା ସହ ସମୁଦ୍ରର ଉଚ୍ଚ ଜୁଆର ସ୍ଥଳଭାଗକୁ ମାଡିଆସୁଥିବାରୁ ଗଞ୍ଜାମ ଜିଲାର ଅନେକ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳବାସୀ ତଥା ସମୁଦ୍ରକୂଳିଆ ପରିବାର ଭୟଭୀତ ହୋଇପଡିବା ସହ ନାନା…

ନକଲି ଡାକ୍ତରଙ୍କୁ ଗିରଫ କଲା ପୋଲିସ

ଛତ୍ରପୁର :  ନକଲି ଡାକ୍ତର ଦଶମ ପାସ କରିସାରି କୋଲକାତା ଅଂଚଳରୁ ଓଡିଶା ଆସି ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ଅଞ୍ଚଳରେ କରିଥିଲେ କ୍ଲିନିକ । ଗ୍ରାମରେ କେହି ଅସୁସ୍ଥ ହେଲେ ତାଙ୍କୁ ଚିକିତ୍ସା ପ୍ରଦାନକରି ଇଞ୍ଜେକେସନ ଓ ମେଡ଼ିସିନ ପ୍ରଦାନ କରୁଥିବା ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି…

କିଡ଼ନୀ ଜନିତ ରୋଗରେ ପୀଡିତ ଝିଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଅପେକ୍ଷାରେ ବାପା ମା’

ଛତ୍ରପୁର :୪ ବର୍ଷର ଝିଅ ଅନୁଷ୍କା କିଡ଼ନୀ ରୋଗରେ ପୀଡିତ ହୋଇ କଷ୍ଟ ଭୋଗୁଛି l ଏହା ଦେଖି ବାପା ମା ଙ୍କ ଆଖିରୁ ଲୁହ ଶୁଖୁନି l ପୁରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ପଞ୍ଚାୟତର ଚମାଖଣ୍ଡି ଗ୍ରାମରେ ରହୁଥିବା ଏନ. କ୍ରିଷ୍ଣା…

ସ୍ମାର୍ଟ ପାର୍କ ଦେଖି ଲୋକେ ଆଶ୍ଚର୍ଯ୍ୟ, ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି ସପ୍ତାଶ୍ଚର୍ଯ୍ୟର ପ୍ରତୀକ

ଗୋଟିଏ ଜାଗାରେ ରହିଛି ବିଶ୍ୱର ସମସ୍ତ ସପ୍ତାଶ୍ଚର୍ଯ୍ୟର ପ୍ରତୀକ । ସୁନ୍ଦର ଡିଜାଇନରେ ନିର୍ମିତ ହୋଇଥିବା ସମସ୍ତ ପ୍ରତିକୃତି ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟୁଛି । ପ୍ରି ୱଡେଙ୍ଗି ସୁଟିଂ ଠାରୁ ଆରମ୍ଭ କରି ଛୋଟ ଛୋଟ ଆଲବମ ସୁଟିଂ ପାଇଁ ପାର୍କରେ ଭିଡ଼ ଲାଗୁଛି । ଗଞ୍ଜାମ ଜିଲ୍ଲା ସଦର ମହକୁମା…

ପରିବା ବଜାରରେ ଲାଗିଛି ନିଆଁ, କେତେ ରହିଛି ଛତ୍ର ବଜାରରେ ଦର ?

କଟକ : କିଛି ଦିନ ତଳେ କେତେବେଳେ ଆଳୁ ଚିନ୍ତା ବଢ଼ାଉ ଥିଲା ତ କେତେବେଳେ ପିଆଜ ।  ଆଉ ଏବେ ପୁରା ପରିବା ବଜାରରେ ଲାଗିଛି ନିଆଁ ।  ରକେଟ ପରି ଉପର ମୁହାଁ ହେଲାଣି ପ୍ରାୟ ସମସ୍ତ ପରିବା ଦର ।  ଯେଉଁଥିରେ ହାତ ମାରିବେ ଦର ଆକାଶ ଛୁଆଁ ।  ପ୍ରାୟ କୌଣସି ପରିବା କିଲୋ ୫୦- ୬୦- ୭୦ ତଳକୁ ନାହିଁ।…