କାଲି ଛତିଶଗଡ଼ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ : ଧର୍ମ ପୀଠକୁ ଆୟୁଧ କରିଛନ୍ତି ରାଜନେତା
ନୂଆଦିଲ୍ଲୀ : ବିକାଶ ବିକାଶ କହି ସବୁବେଳେ ଜସାଧରଣଙ୍କୁ ଭୁତାଉ ଥିବା ସବୁ ରାଜନୈତିକ ଦଳ ନିର୍ବାଚନ ବେଳେ ସେମାନେ ଧର୍ମର ହିଁ ସାହାରା ନେଇଥାନ୍ତି | ଏହାର ଜ୍ୱଳନ୍ତ ଉଦାହରଣ ଛତିଶଗଡ଼ ନିର୍ବାଚନରେ ଦେଖିବାକୁ ମିଳିଛି । |ଛତିଶଗଡ଼ ଆସନ୍ତାକାଲି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଉଭୟ…