Browsing Tag

chhattisgarh bride

ଝାରସୁଗୁଡ଼ାରୁ ଛତିଶଗଡ଼କୁ ବୋହୂ ହୋଇ ଗଲେ ମହାନଦୀରେ ଭାସି ଆସିଥିବା ସୋନି

ଝାରସୁଗୁଡ଼ା : ଝାରସୁଗୁଡ଼ା ଲଖନପୁର ବ୍ଲକ୍‌ କୁଶମେଲ ଗାଁର କନ୍ୟା ସୋନି ଯାଦବ ସାଜିଲେ ଛତିଶଗଡ଼ ରାୟଗଡ଼ ଜିଲ୍ଲା ଧରମଜୟଗଡ଼ ଗାଁର ବୋହୂ। ରୀତିନୀତି ଅନୁଯାୟୀ ସୋନି ଏବଂ ପୁରୁଷୋତ୍ତମଙ୍କ ବିବାହ ସଂପନ୍ନ ହୋଇଛି। ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଓ ତାଙ୍କ ପତ୍ନୀ କନ୍ୟାଦାନ କରିଛନ୍ତି।…