Browsing Tag

chhattisgarh dadagiri

ନୂଆପଡା ସୀମାନ୍ତରେ ପଶି ତାରବାଡ଼ ବାନ୍ଧିବାକୁ ଉଦ୍ୟମ କରୁଥିଲା ଛତିଶଗଡ଼, ରୋକିଲେ ଲୋକ ରୋକିଲା ପ୍ରଶାସନ

ଖାଲି ପାଣି ପାଇଁ ନୁହେଁ ଜମି ପାଇଁ ବି ଦାଦାଗିରି ଦେଖାଉଛି ଛତିଶଗଡ଼ । ମହାନଦୀ ଉପରେ ବେଆଇନ ବ୍ୟାରେଜ ନିର୍ମାଣ ବିବାଦ ଜାରି ରହିଥିବା ବେଳେ ଏବେ ଓଡ଼ିଶାର ନୂଆପଡ଼ା ସୀମାନ୍ତରେ ଆମ ଚାଷୀଙ୍କ ଜମି ଉପରେ ତାରବାଡ଼ ପାଇଁ ସଜବାଜ ହେଉଛି । ଯାହାକୁ ତୀବ୍ର ବିରୋଧ ପରେ ସ୍ଥାନୀୟ ପ୍ରଶାସନ…

ଶେଷରେ ହାର୍‌ ମାନିଲା ଛତିଶଗଡ଼, ନବରଙ୍ଗପୁର ଖପରାଡ଼ିହି ଗାଁରେ ବସାଇଥିବା ଅସ୍ଥାୟୀ ଟୋଲ୍‌ ଗେଟ୍‌ ହଟାଇଲା

ନବରଙ୍ଗପୁର : ହାର୍‌ ମାନିଲା ଛତିଶଗଡ଼ । ଶେଷରେ ଓଡ଼ିଶା ସୀମାରୁ ଅସ୍ଥାୟୀ ଟୋଲ୍‌ ଗେଟ୍‌ ହଟାଇ ନିଜ ସୀମାକୁ ସ୍ଥାନାନ୍ତର କରିଛି । ଓଡିଶା ଧାନ ଜଗିବାକୁ ବାହାନା କରି ଓଡ଼ିଶା ସୀମା ଭିତରକୁ ଧସେଇ ପଶିଥିଲା ଛତିଶଗଡର ଦେଓଭଗ ପ୍ରଶାସନ । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ୍‌ ଖପରାଡ଼ିହି ଗାଁ ଭିତରକୁ…

ଛତିଶଗଡ଼ର ଦାଦାଗିରି: ଓଡିଶା ସୀମା ପାର୍ କରି ଜମି ଜବରଦଖଲ କରିବାକୁ ପ୍ରୟାସ, କ୍ଷତି ସହୁଛନ୍ତି ଚାଷୀ

ଉମରକୋଟ: ଓଡ଼ିଶା ଜମିରେ ଛତିଶଗଡ଼ର ଦାଦାଗିରି। ସୀମା ପାର କରି ଚାଷ ଜମି ଜବରଦଖଲ କରିବାର ପ୍ରୟାସ । ତାହା ମଧ୍ୟ ସରପଞ୍ଚଙ୍କ ନେତୃତ୍ୱରେ ଏହିପରି ଅଭିଯୋଗ ଆସିଛି ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲରୁ। ଓଡ଼ିଶା ଓ ଛତିଶଗଡ଼ର ସୀମାରେ ଏକ ପଥର ଚିହ୍ନ ଏହିଠାରେ ସ୍ଵାଧୀନତା ପରଠୁ ଦୁଇ ରାଜ୍ଯକୁ…