ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଟପ୍ ମାଓନେତା ନିହତ,ଘଟଣାସ୍ଥଳରୁ SLR ବନ୍ଧୁକ, ଗୁଳି ଓ ବିସ୍ଫୋରକ ଜବତ
ଏନକାଉଣ୍ଟରରେ ଟପ୍ ମାଓନେତା ନିହତ। ମିଳିତ ସୁରକ୍ଷା ବାହିନୀ ର ସର୍ଚ୍ଚ ଅପରେସନ ବେଳେ ଏନକାଉଣ୍ଟରରେ ଟଳିଲା ଟପ୍ ମାଓ ନେତା ଏରିଆ କମାଣ୍ଡର ଅରୁଣ। ମାଓବାଦୀଙ୍କ ଟପ୍ କ୍ୟାଡ଼ର ନେତା ଆସନ୍ତା ଅଗଷ୍ଟ ୧୫ ରେ ଏକ ବଡ଼ ଧରଣର କାଣ୍ଡ କରିବା ପାଇଁ ଏକତ୍ରିତ ହୋଇଥିବା ସୂଚନା ମିଳିଥିଲା।…