Browsing Tag

chhena ball curry receipe

ଆଜି ସଂକ୍ରାନ୍ତିରେ ବିନା ପିଆଜ ରସୁଣରେ ତିଆରି କରନ୍ତୁ ଛେନା ବଲ ତରକାରୀ, ଥରେ ଖାଇଲେ ପାଟିରୁ ଛାଡ଼ିବନି

ଆଜି ସଂକ୍ରାନ୍ତି ସହ ଝିଅଙ୍କ ଖୁଦୁରୁକୁଣୀ ବ୍ରତ ମଧ୍ୟ। ଏଣୁ ସବୁ ଓଡ଼ିଆ ଘରେ ଅରୁଆ ହୋଇଥିବ। ଦିନରେ ଯଦି ସେଇ ପୁରୁଣା ଚିରାଚରିତ ଭାତ ଡାଲମା ଖାଇ ବୋର୍‌ ହୋଇଯାଇଛନ୍ତି ତେବେ ରାତିରେ କିଛି ଟେଷ୍ଟି ନିଶ୍ଚୟ ବନାନ୍ତୁ। ବିନା ପିଆଜ ରସୁଣରେ ଆଜି ଆମେ ଆପଣଙ୍କ ପାଇଁ ଛେନାର ଏକ ଏଭଳି ଟେଷ୍ଟି…