ଏହି ସ୍କୁଲରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ମାଗଣାରେ ଦିଆଯିବ କଣ୍ଡୋମ, ଜାଣନ୍ତୁ କେଉଁଠି?
ଆମେରିକାର ଚିକାଗୋରେ ଥିବା ବିଦ୍ୟାଳୟଗୁଡ଼ିକ ପାଇଁ ଏଭଳି ଆଦେଶ ଜାରି କରାଯାଇଛି, ଯାହାକୁ ସୋସିଆଲ ମିଡିଆରେ ତୀବ୍ର ଆଲୋଚନା କରାଯାଉଛି । ନୂତନ ପଲିସି ଅନୁଯାୟୀ ବର୍ତ୍ତମାନ ବିଦ୍ୟାଳୟଗୁଡିକରେ ପଞ୍ଚମ ଓ ତଦୁର୍ଦ୍ଧ୍ୱ ଶ୍ରେଣୀ ପିଲାମାନଙ୍କ ପାଇଁ ମାଗଣାରେ କଣ୍ଡୋମ ଦେବା ବ୍ୟବସ୍ଥା କରିବାକୁ…