Browsing Tag

Chichen Itza Chirp

ଦୁନିଆର ରହସ୍ୟମୟ ପିରାମିଡ, ଯେଉଁଠି ତାଳି ବଜାଇଲେ ଶୁଣାଯାଏ ପକ୍ଷୀ ରାବିବାର ଶବ୍ଦ

ଦୁନିଆରେ ଏମିତି କିଛି ସ୍ଥାନ ରହିଛି, ଯାହା ମଧ୍ୟରେ ଅନେକ ରହସ୍ୟ ଭରି ରହିଛି। ଏମିତି ଏକ ଜାଗା ରହିଛି ମେସ୍କିକୋରେ। ମେସ୍କିକୋର ୟୁକାଟନ ଅଞ୍ଚଳରେ ରହିଛି ଏକ ବୃହ ପିରାମିଡ। ଏହି ପିରାମିଡର ନାମ ‘ଚିଚେନ ଇଟ୍‌ଜା ଚିର୍ପ’। ଏହା ସେସ୍କିକୋର ସବୁଠାରୁ ରହସ୍ୟମୟ କଳାକୃତି ମଧ୍ୟରେ ଅନ୍ୟତମ।…