କ୍ରିସମାସ ଟ୍ରି ଭଳି ସଜାଇ ହୋଇଛି କୁକୁଡା, ହସି ହସି ବେଦମ ହେଲେ ଲୋକେ
ଆଗକୁ ଆସୁଛି କ୍ରିସମାସ । ଏନେଇ ଏହାକୁ ପାଳନ କରୁଥିବା ଲୋକେ ଖୁବ ଆଡମ୍ବର ସହକାରେ ଏହି କ୍ରିସମାସ ପାଳନ କରିଥାନ୍ତି । ଏଥିପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗିପଡିଛନ୍ତି ।କ୍ରିସମାସରେ ଲୋକେ କ୍ରିସମାସ ଟ୍ରି ସଜାଇଥାନ୍ତି । ଏହାକୁ ସୁନ୍ଦର କରିବା ପାଇଁ ଏହି ଗଛରେ ଆଲୋକ ଲଗାଯାଇଥାଏ । କିନ୍ତୁ…