କୁକୁଡ଼ାକୁ ଚିକେନ୍ ଲେଗ୍ ପିସ୍ ଦେଖାଇଲେ ବ୍ୟକ୍ତି, ମାତ୍ର ସେ କଲା କିଛି ଏମିତି ଯାହା ଦେଖି ଡରିଗଲେ ମାଲିକ,…
ପ୍ରତିଦିନ ଟିକ୍ଟକ୍ରେ ଏମିତି ଅନେକ ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ, ଯାହା ସାଧାରଣ ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥାଏ। କିଛି ଭିଡିଓ ଆମକୁ ନୈତିକ ଶିକ୍ଷା ଦେଉଥିବା ବେଳେ ଆଉ କିଛି କେବଳ ମନ ଖୁସି କରିବା ଭଳି ହୋଇଥାଏ। ଏବେ ଟିକ୍ଟକ୍ରେ ଠିକ୍ ସେହିଭଳି ଏକ ଭିଡିଓ ଭାଇରାଲ…