ବ୍ରଏଲର କୁକୁଡ଼ାକୁ ବିଦେଶୀ ପାଣି, ଏବେ ଭୋଟର ଭୁଲିଗଲେଣି ଟଙ୍କ ତୋରାଣି
ନିର୍ବାଚନ ମାନେ ଆମ ଦେଶରେ ଗୋଟେ ବଡ଼ ଉତ୍ସବ । ବିଧାୟକ ଓ ସାଂସଦ ନିର୍ବାଚନ ଅପେକ୍ଷା ପଞ୍ଚାୟତ ନିର୍ବାଚନର ଧୁମ୍ କିଛି ଅଲଗା । କାରଣ ଏହା ତୃଣମୂଳ ସ୍ତରରେ ହେଉଛି । ପରିବାରଠୁ ଆରମ୍ଭ କରି ଗାଁ ଗାଁ ଯୋଡ଼ି ହୋଇ ରହିଛନ୍ତି ଏହି ପର୍ବ ସହିତ । ଆଉ ବିଶେଷ କରି ବେକାର ଯୁବପିଢ଼ିଙ୍କର ତ ଇଏ…