ଘରେ ବସି ପ୍ରସ୍ତୁତ କରନ୍ତୁ କ୍ରିସପି ଚିକେନ ଲଲିପପ୍
ସାମଗ୍ରୀ
ଚିକେନ (ଲେଗ୍ ପିସ୍) – ୬
ଅଣ୍ଡା – ୧
କର୍ଣ୍ଣଫ୍ଲୋର – ୧ କପ୍
ରସୁଣ ପେଷ୍ଟ – ୧ ଚେବୁଲ ଚାମଚ
ଅଦା ପେଷ୍ଟ – ୧ ଚାମଚ
ଲୁଣ – ଏକ ଚାମଚ
ତେଲ – ଡିପ୍ ଫ୍ରାଇ କରିବା ପାଇଁ
ପ୍ରଣାଳୀ
-ମିକ୍ସିଂ ବାଉଲରେ ଚିକେନ, ଅଣ୍ଡା, କର୍ଣ୍ଣଫ୍ଲୋର, ରସୁଣ ପେଷ୍ଟ, ଅଦା ପେଷ୍ଟ…