Browsing Tag

chicken vada recipe

ସଣ୍ଡେରେ ବନାନ୍ତୁ ଟେଷ୍ଟି ଚିକେନ ବରା

ସପ୍ତାହର କାର୍ଯ୍ୟ ପରେ ସଣ୍ଡେ ବା ରବିବାର ବିଶ୍ରାମର ଦିନ । ଏହି ଛୁଟି ଦିନରେ ପରିବାର ସହ ବସି ଚଟ୍‌ପଟା ଖାନା ଖାଇବାର ମଜା କିଛି ନିଆରା । ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଟେଷ୍ଟି ଚିକେନ ବରା । ସନ୍ଧ୍ୟାରେ ଘରେ ବସି ମଜା ନିଅନ୍ତୁ ଏହି ଚିକେନ ବରାର । ଆସନ୍ତୁ ଜାଣିବା କିପରି ବନାଇବେ…