Browsing Tag

chickpeas

କୋଷ୍ଠକାଠିନ୍ୟ, ଅମ୍ଳପିତ୍ତ ଏବଂ ବଦହଜମୀ ଏବଂ ଖାଦ୍ୟନଳୀରେ ହେଉଥିବା ସମସ୍ୟାରୁ ମୁକ୍ତି ଦେଇଥାଏ କାବୁଲି ଚଣା

ଅଧିକାଂଶ ଲୋକ କାବୁଲି ଚଣାରେ ପ୍ରସ୍ତୁତ ତରକାରୀ ଖାଇଥିବେ କିନ୍ତୁ ତା’ର ଫାଇଦା ବିଷୟରେ ବିଲକୁଲ ଜାଣିନଥିବେ। କାବୁଲି ଚଣା ଯାହାକୁ ଆମେ ଛୋଲେ ମଧ୍ୟ କହିଥାଉ ଏହା ଖାଇବାକୁ ଯେତିକି ସୁଆଦିଆ ଲାଗିଥାଏ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭପ୍ରଦ ହୋଇଥାଏ। ଏହା ପ୍ରୋଟିନର ଏକ ଉତ୍ତମ ସ୍ରୋତ।…