Browsing Tag

chido cyclone

ପ୍ରଳୟଙ୍କରୀ ବାତ୍ୟା ଚିଡୋରେ ଛାରଖାର ମାୟୋତ ଦ୍ବୀପ, ହଜାରେରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ବାତ୍ୟା ଚିଡୋର ଭୟାବହ ରୂପ। ଭାରତ ମହାସାଗରରେ ଥିବା ଫ୍ରାନ୍ସର ମାୟୋତ ଦ୍ୱୀପରେ ତାଣ୍ଡବ ରଚିଛି ଚିଡୋ । ଛାରଖାର ମାୟୋତ ଦ୍ବୀପ। ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ବାତ୍ୟା ଭାବେ ମାୟୋତ ଦ୍ୱୀପରେ ପ୍ରଳୟ ରଚିଛି । ୯୦ ବର୍ଷ ପରେ ଫ୍ରାନ୍ସ ଦେଖିଛି ଭୟଙ୍କର ବାତ୍ୟାର ପ୍ରକୋପ। ଏଥିରେ ହଜାର ହଜାର…