ସୁପ୍ରିମ୍କୋର୍ଟ ପରିସରରେ ଖୋଲିଲା ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ‘ମିଟି କାଫେ’, ଉଦ୍ଘାଟନ କଲେ ପ୍ରଧାନ ବିଚାରପତି
ସୁପ୍ରିମ୍କୋର୍ଟ ପରିସରରେ ଆଜି ଉଦ୍ଘାଟନ ହୋଇଛି ‘ମିଟି କାଫେ’। ଭାରତର ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ ଅନ୍ୟ ବିଚାରପତିଙ୍କ ସହ ମିଶି ଏହି ମିଟି କାଫେକୁ ଉଦ୍ଘାଟନ କରିଛନ୍ତି। ନବନିର୍ମିତ କାଫେ ସମ୍ପୂର୍ଣ୍ଣ ଭାବେ ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ। କାଫେର ପ୍ରବନ୍ଧକ ଜଣେ…