ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ଓଡ଼ିଶା ବାହାରେ ହିତାଧିକାରୀଙ୍କୁ ମିଳିବ ଚିକିତ୍ସା ସୁବିଧା
ଭୁବନେଶ୍ବର (କେନ୍ୟୁଜ୍) : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ବାହାରେ ବି ହିତାଧିକାରୀଙ୍କୁ ମିଳିବ ଚିକିତ୍ସା ସୁବିଧା । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଗତ ଦୁଇ ମାସ ମଧ୍ୟରେ ଏହି ଯୋଜନାରେ ଏକ କୋଟିରୁ ଅଧିକ ଲୋକ ଉପକୃତ ହୋଇଛନ୍ତି ।
ବଢ଼ିଲା ବିଜୁ ସ୍ୱାସ୍ଥ୍ୟ…