କାହା ମୁଣ୍ଡରେ ସୁନା କଳସ, କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ; ଆଜି ବସିବ ନବ ନିର୍ବାଚିତ ବିଧାୟକଙ୍କ ବୈଠକ
ନୂଆଦିଲ୍ଲୀ : ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଘୋଷଣା ହେଲା । ରାଜସ୍ଥାନରେ ସରୁନି ସସପେନ୍ସ । ମଧ୍ୟପ୍ରଦେଶ ଓ ଛତିଶଗଡ଼ ଭଳି ସରପ୍ରାଇଜ୍ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଘୋଷଣା ହୋଇପାରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଜୟପୁରରେ ଆଜି ବିଧାୟକ ଦଳ ବୈଠକ ବସୁଛି ।…