Browsing Tag

chief minister

ଜନସମୁଦ୍ର ଭିତରେ ଜନନାୟକଙ୍କୁ ଭବ୍ୟ ସ୍ୱାଗତ: ନୃତ୍ୟ, ଗୀତ ଓ ପାରମ୍ପରିକ ବାଦ୍ୟରେ କମ୍ପିଲା ପରିବେଶ

ଭୁବନେଶ୍ୱର (କେନ୍ୟୁଜ): "ଏ ପୁରସ୍କାର ମୋର ନୁହେଁ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କର"। ଦିଲ୍ଲୀରୁ ଜୀବନବ୍ୟାପୀ ସାଧନା ସମ୍ମାନ ନେଇ ଭୁବନେଶ୍ୱର ଫେରିବା ପରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରିୟ ନେତାଙ୍କୁ ସ୍ୱାଗତ କରିବାକୁ ବିମାନବନ୍ଦରରେ…

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ, ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ (କେନ୍ୟୁଜ):  ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ(ଆଇଟିଆଇ) ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସଂଖ୍ୟା ୬ରେ ପହଞ୍ଚିଲା । ପୂର୍ବରୁ ଛତ୍ରପୁର,…

ଦ୍ବାଦଶ, ଦଶମ ତଥା ଜେଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କଲେ ସମ୍ବର୍ଦ୍ଧିତ

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ, ଦ୍ୱାଦଶ ତଥା ଜେଇଇ ମେନ ପରୀକ୍ଷାର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନର କନଭେନସନ ସେଣ୍ଟରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ଓଡ଼ିଶାର ପିଲାମାନଙ୍କୁ…

ବିହାରରେ ମହାମେଣ୍ଟ ପାର୍ଟ-୨, ଆଜି ଶପଥ ନେବେ ନୀତୀଶ କୁମାର ,ଅଷ୍ଟମ ଥର ଲାଗି ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ବିହାରରେ ପୁଣି ମହାମେଣ୍ଟ ସରକାର । ଆରଜେଡି ସହ ମିଶି ସରକାର ଗଢ଼ିବ ଜେଡିୟୁ । ଆଜି ଶପଥ ନେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ଅପରାହ୍‌ଣ ୨ଟାରେ ରାଜଭବନରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ରାଜ୍ୟପାଳ ଫଗୁ ଚୌହ୍ଵାନ ନୂଆ ମୁଖ୍ୟମନ୍ତ୍ରୀ ଓ…

ସଂକ୍ରମଣରୁ ନିଜକୁ ଓ ଅନ୍ୟକୁ ସୁରକ୍ଷିତ ରଖିବାକୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ,କହିଲେ ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ…

ଭୁବନେଶ୍ୱର (କେନ୍ୟୁଜ): ସଂକ୍ରମଣରୁ ନିଜକୁ ଓ ଅନ୍ୟକୁ ସୁରକ୍ଷିତ ରଖିବାକୁ ଆହ୍ଵାନ ଦେଲେ ମୁଖ୍ୟମନ୍ତ୍ରୀ । ମାସ୍କ ପିନ୍ଧନ୍ତୁ ଓ ସୁରକ୍ଷିତ ରୁହନ୍ତୁ । କୋଭିଡ୍‌ ମହାମାରୀ ବିପଦ ଏଯାଏ ଟଳି ନାହିଁ । ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ । କୋଭିଡ୍‌…

ଆସାମ ବନ୍ୟା ପୀଡ଼ିତଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବଲିଉଡ୍‌ ସେଲିବ୍ରିଟି, ଅମୀର ଖାନ୍‌ଙ୍କ ଠାରୁ କରନ୍‌ ଜୋହରଙ୍କ…

ବନ୍ୟା ଯୋଗୁ ଆସାମରେ ଏବେ ସ୍ଥିତି ସାଂଘାତିକ। ଆସାମର ୨୬ ଜିଲ୍ଲାରେ ଏବେ ବନ୍ୟା ଯୋଗୁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଯୁଆଡ଼େ ଦେଖିବ ପାଣି, ପାଣି ଆଉ ପାଣି। ଏହି ୨୬ଟି ଜିଲ୍ଲାର ୧୬୦୦ ଗାଁ ବି ଏବେ ଜଳାର୍ଣ୍ଣବ ରହିଛି। ବନ୍ୟା ପାଣିରେ ସବୁ ଅଞ୍ଚଳ ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ରାଜ୍ୟର…

ଦେବେନ୍ଦ୍ର ଫଡନାଭିସ୍ ନୁହଁନ୍ତି, ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ନୁହଁନ୍ତି, ଏକନାଥ ସିନ୍ଦେ ହେବେ। ଦେବେନ୍ଦ୍ର ଫଡନାଭିସ୍ ସିନ୍ଦେଙ୍କ ଉପସ୍ଥିତିରେ ନିଜେ ଏହା ଘୋଷଣା କରିଛନ୍ତି। ଫଡନାଭିସ୍ କହିଛନ୍ତି ଯେ ଆଜି କେବଳ ଏକନାଥ ସିନ୍ଦେଙ୍କ ଶପଥ ଗ୍ରହଣ ହେବ। ମୁଁ ଏକନାଥ ସିନ୍ଦେଙ୍କ ମନ୍ତ୍ରୀମଣ୍ଡଳରୁ ବାହାରେ…

ଦୁବାଇରୁ ଛୁଟିଲା ନିବେଶର ସୁଅ, ୫ ହଜାର କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ

(କେନ୍ୟୁଜ): ଦୁବାଇରୁ ଛୁଟିଲା ନିବେଶର ସୁଅ। ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ ଅବସରରେ ଇଣ୍ଡଷ୍ଟ୍ରି କ୍ୟାପଟେନଙ୍କ ସହ ୱାନ ଟୁ ୱାନ ସାକ୍ଷତ ହୋଇଥିଲା। କୁଏତର NBTC ଗ୍ରୁପର ଏମ୍‌ଡି କେ ଜି ଆବ୍ରହମଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ। NBTC ଗ୍ରୁପ ୟୁରିଆ ପ୍ଲାଣ୍ଟରେ ୫ ହଜାର କୋଟି ଟଙ୍କାର ନିବେଶ…

ରାଇମୋହନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: କହିଲେ- ନିଖୁଣ ଅଭିନୟ ପାଇଁ ସେ ସ୍ମରଣୀୟ ହୋଇ ରହିବେ

ଭୁବନେଶ୍ୱର (କେନ୍ୟୁଜ): ବିଶିଷ୍ଟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ନାଟକଠୁ ଆରମ୍ଭ କରି ଯାତ୍ରା, ଚଳଚ୍ଚିତ୍ର ପରି କଳାର ବିଭିନ୍ନ କ୍ଷେତ୍ରରେ ତାଙ୍କର ଅନୁପସ୍ଥିତି ସର୍ବଦା…

୫ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ବିଭିନ୍ନ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିବେ

ଭୁବନେଶ୍ବର(କେନ୍ୟୁଜ୍): ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ ଗସ୍ତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମିଳନୀରେ ଯୋଗ ଦେବାକୁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି। ଆସନ୍ତାକାଲି ବିଜ୍ଞାନ ଭବନରେ ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀମାନଙ୍କ ମିଳିତ ସମ୍ମିଳନୀ ଅନୁଷ୍ଠିତ ହେବ। ମୁଖ୍ୟ…

୨୦୨୩ ପୁରୁଷ ହକି ବିଶ୍ୱକପ୍‌ ଲୋଗୋ: ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର (କେନ୍ୟୁଜ) : ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଉନ୍ମୋଚିତ ହୋଇଛି ଲୋଗୋ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋଗୋକୁ ଉନ୍ମୋଚନ କରିଛନ୍ତି । ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ହେବ । ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ…

ସଂସଦ ଭବନରେ ମୁଖ୍ୟମନ୍ତ୍ରୀ : ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗଦେଲେ ନବୀନ

ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦ ଭବନରେ ପହଞ୍ଚି ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗଦେଇଛନ୍ତି । ଦଳୀୟ ସାଂସଦଙ୍କ ସହ ଆଲୋଚନା କରିଛନ୍ତି ନବୀନ । ପାର୍ଲାମେଣ୍ଟରେ ଓଡ଼ିଶାର ସ୍ୱାର୍ଥ ପ୍ରସଙ୍ଗ ଉଠାଇବାକୁ ଦଳୀୟ ସାଂସଦଙ୍କୁ ପରାମର୍ଶ ପରାମର୍ଶ ଦେଇଛନ୍ତି…