Browsing Tag

chief secretary press meet

ବଢ଼ିବ କି ଲକଡାଉନ୍‌? ଆଜି ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ପ୍ରେସ୍‌ମିଟ୍‌

ଭୁବନେଶ୍ବର: ଆଜି ମୁଖ୍ୟ ସଚିବ କରିବେ ପ୍ରେସ୍‌ ବ୍ରିଫ୍‌ । ମୁଖ୍ୟ ସଚିବ ସୁରେଶ ମହାପାତ୍ର ରଖିବେ ପ୍ରେସ୍‌ ବିବୃତ୍ତି । ବଢ଼ିବ କି ଲକଡାଉନ୍‌ ? ଲକଡାଉନ୍‌ ବୃଦ୍ଧି ନେଇ ରଖିପାରନ୍ତି ପ୍ରେସ୍‌ ବିବୃତ୍ତି । ମୁଖ୍ୟ ସଚିବଙ୍କ ସହ ରହିବେ NHM ନିର୍ଦ୍ଦେଶିକା ଶାଲୀନି ପଣ୍ଡିତ । ଏହାସହ ବିଏମସି…

କରୋନା ହଟ୍‌ସ୍ପଟ୍‌ ଭୁବନେଶ୍ୱର ପାଇଁ ସରକାରଙ୍କ ସ୍ୱତନ୍ତ୍ର ରଣନୀତି : ସ୍ୱଇଚ୍ଛାରେ ଟେଷ୍ଟ ପାଇଁ ରାଜି ହେବାକୁ…

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ହଟ୍‌ସ୍ପଟ୍‌ରେ ରହିଛି ରାଜଧାନୀ ଭୁବନେଶ୍ୱର । ଏହି ଠାରେ ସବୁଠୁ ଅଧିକ ସଂକ୍ରମିତ ରହିଛନ୍ତି । ତେଣୁ ରାଜଧାନୀକୁ କରୋନା ମୁକ୍ତ କରିବା ପାଇଁ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱରରେ ଅଧିକ ସଂଖ୍ୟାରେ କୋଭିଡ୍‌ ଟେଷ୍ଟିଂକୁ…