ମିଲରଙ୍କଠାରୁ ଲାଞ୍ଚ ନେବା ଅଭିିଯୋଗରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀ ଗିରଫ । ମିଲରଙ୍କଠାରୁ ଲାଞ୍ଚ ନେବା ଅଭିିଯୋଗରେ ଗିରଫ । ଗତକାଲି ଅଫିସରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ୨ ଲକ୍ଷ ୩୪ ହଜାର ଟଙ୍କା ଜବତ ହୋଇଥିଲା । ମିର୍ ରାଜା ଅଲ୍ଲୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା…