ମାନିଲେନି ବାର୍ଡଫ୍ଲୁ, ଖାଇଗଲେ ଦେଢ଼ କ୍ୱିଣ୍ଟାଲ୍ ଚିକେନ୍ ପକୋଡା
କଟକ: ଗରମ ତେଲ କଡେଇରେ ଛଣା ଚାଲିଛି ଚିକେନ୍ ପକୋଡା । ବାସ୍ନାରେ ମହକୁଛି ଚାରିଆଡ । ଖାଇବା ପାଇଁ ଏପଟେ ଲୋକଙ୍କ ଗହଳି ବି ଜମିଛି । କଡେଇରୁ ଗରମ ଗରମ ପକୋଡା ବାହାରୁ ବାହାରୁ ଆଖିପିଛୁଳାକେ ସରିଯାଉଛି । ଲୋକେ ବି ଖାଇବାରେ ଫୁରସତ୍ ଦେଉନାହାନ୍ତି । କୁକୁଡ଼ା ମାଂସ ଖାଆନ୍ତୁ , ସମସ୍ତଙ୍କୁ…