Browsing Tag

chiken rate

ଅନୁଗୁଳରେ ଚିକେନ କିଲୋ ୨୦ ଟଙ୍କା! ଗାଁ ଗାଁ ବୁଲି ଡେଙ୍ଗୁରା ବାଡେଇ କୁକୁଡା କିଣିବା ପାଇଁ ଡକାଯାଉଛି

ଅନୁଗୁଳ: ଅନୁଗୁଳରେ ଚିକେନ କିଲୋ ୨୦ ଟଙ୍କା । ଅନୁଗୁଳ ଓ ଏହାର ଆଖପାଖ ଅଞ୍ଚଳରେ ଚିକେନ କିଲୋପ୍ରତି ୨୦ ଟଙ୍କାରେ ବିକ୍ରି ହେଉଛି । ଏପରି କୁକୁଡା ବିକ୍ରି ପାଇଁ ଢୋଲ ଡେଙ୍ଗୁରା ବାଡେଇ କୁକୁଡା କିଣିବା ପାଇଁ ଡକାଯାଉଛି । କରୋନା ଭୟ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବ୍ୟବସାୟୀ…