ଗଞ୍ଜାମ ଚିକିଟି ମଦ ମୃତ୍ୟୁ ଘଟଣା: ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ଜାରି କଲେ ଅବକାରୀ ବିଭାଗ
ଚିକିଟି: ଗଞ୍ଜାମ ଚିକିଟି ମଦ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ବିଜ୍ଞପ୍ତି ଜାରି କଲେ ଅବକାରୀ ବିଭାଗ । ଆରଡିସି ତଦନ୍ତ ନୁହେଁ, ଚିକିଟି ମଦ ମୃତ୍ୟୁ ମାମଲାର ତଦନ୍ତ କରିବେ ବୋର୍ଡ ଅଫ ରେଭେନ୍ୟୁର ସଦସ୍ୟ । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।
ଏଥିପାଇଁ ୪ଟି ଟର୍ମ…