Browsing Tag

child

ପୁଣି ଅଲୋଡ଼ା ହେଲେ ଶିଶୁ କନ୍ୟା, ବୁଦା ମୂଳରୁ ଶିଶୁ କନ୍ୟାଙ୍କୁ ଉଦ୍ଧାର

ସୁବର୍ଣ୍ଣପୁର: ରଖେ ହରିତ ମାରେ କିଏ । କଥାରେ ଅଛି ଦଣ୍ଡେ ନିମିଷେ ଥିଲେ ପ୍ରାଣ ନ ନିଅନ୍ତି ଜନ୍ତୁରାଣ । ହଁ ଆଜ୍ଞା, ପୁଣି ଅଲୋଡ଼ା ହେଲେ ଶିଶୁ କନ୍ୟା । ବୁଦା ମୂଳରୁ ଶିଶୁ କନ୍ୟାଙ୍କୁ ଉଦ୍ଧାର କରାଗଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଅଂଚଳର…

୩୩୪ ନିଖୋଜ ଶିଶୁ ରାଜ୍ୟ ତଥା ରାଜ୍ୟ ବାହାରୁ ଉଦ୍ଧାର

ଭୁବନେଶ୍ବର : ଓଡ଼ିଶା ରାଜ୍ୟ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା, ଭୁବନେଶ୍ବର ତରଫରୁ ରାଜ୍ୟରେ ସ୍ପେଶାଲ ଡ୍ରାଇଭ ଚାଲିଥିଲା । ନିଖୋଜ ଶିଶୁଙ୍କ ଉଦ୍ଧାର ପାଇଁ ନଭେମ୍ବର ୧୮ରୁ ୨୩ ଯାଏଁ ଚାଲିଥିଲା ସ୍ପେଶାଲ ଡ୍ରାଇଭ । ଏହି ସମୟ ମଧ୍ୟରେ ସର୍ବମୋଟ ୩୩୪ ନିଖୋଜ ଶିଶୁ ରାଜ୍ୟ ତଥା ରାଜ୍ୟ ବାହାରୁ…

ଭୁବନେଶ୍ୱରରେ ପିଲା ବିକ୍ରି! ଶିଶୁକନ୍ୟାକୁ ୪୦ ହଜାର ଟଙ୍କାରେ ବିକ୍ରି ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱରରେ ପିଲା ବିକ୍ରି ଅଭିଯୋଗ  ।  ୪ ବର୍ଷର ଶିଶୁକନ୍ୟାକୁ ବିକ୍ରି କରିବା ଅଭିଯୋଗ ହୋଇଛି।  ଦୁଇ ଜଣ ଦଲାଲ ମାଧ୍ୟମରେ ବିକ୍ରି କରୁଥିଲେ ବିହାରୀ ଦମ୍ପତି ।  ପିପିଲିର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କୁ ଉଦ୍ଧାର କଲା ବଡ଼ଗଡ଼ ଥାନା…

ପିଲାମାନଙ୍କୁ ବାଟକୁ ଆଣିବା ପାଇଁ ଚାହୁଁଛନ୍ତି କି? ଜାଣନ୍ତୁ କିଛି ସହଜ ଉପାୟ

ଆଜିକାଲିର ପିଲାମାନେ ବହୁତ ଦୃଷ୍ଟ ହେବାକୁ ଲାଗିଲେଣି । ଯାହା ଜିଦ୍‌ କରୁଛନ୍ତି ତାହା ନଦେଲା ପର୍ଯ୍ୟନ୍ତ ବହୁି ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି । ଏହା ସହ କିଛି ପିଲମାନେ ମଧ୍ୟ ନିିଜର ବାପା-ମାଙ୍କୁ ମାନି ନଥାନ୍ତି । ଏଭଳି ପରିସ୍ଥିତିରେ ବାପା-ମା ବହୁତ ଟେନସନରେ ପଡିଯାଆନ୍ତି । ସେ ଚିନ୍ତା…

ଅଷ୍ଟ୍ରେଲିଆରେ ୧୬ବୟସରୁ କମ ବର୍ଷର ପିଲା ବ୍ୟବହାର କରିପାରିବେନି ସୋସିଆଲ ମିଡ଼ିଆ, ଖୁବ ଶୀଘ୍ର ଲାଗୁହେବ ନିୟମ

ସୋସିଆଲ ମିଡିଆର ବ୍ୟବହାର ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି । ସେ ଛୋଟ ପିଲା ହୁଅନ୍ତୁ କି ବୟସ୍କ ବକ୍ତି । ସମସ୍ତେ ଏହି ସୋସିଆଲ ମିଡିଆ ପ୍ରେମରେ ବାୟା । ତେବେ ୧୬ ବର୍ଷରୁ କମ ବୟସର ପିଲାମାନେ ଏହାକୁ ବ୍ୟବହାର କରିପାରିବେ ନାହିଁ । ସେମାନଙ୍କର କିଛି ଆକାଉଣ୍ଟ ରହିବନାହିଁ । ଅଷ୍ଟ୍ରେଲିଆ…

ଫୁଲବାଣୀ ମେଡ଼ିକାଲରେ ଛୁଆ ଅଦଳ ବଦଳ ଅଭିଯୋଗ

ଫୁଲବାଣୀ : ଆଜ୍ଞା ମୋର ପୁଅ ହେଇଥିଲା । ଜନ୍ମହେବା ପରେ କହିଲେ ପୁଅ ଦେହ ଭଲ ନାହିଁ ବ୍ରହ୍ମପୁର ମୁଖ୍ୟ ଶିଶୁ ବିଭାଗକୁ ସ୍ଥାନାନ୍ତର କରାଯିବ । ସେଥିରେ ଆମେ ଏକମତ ହେଲୁ । ଆଉ ପୁଅକୁ ନେଇ କାଳ ବିଳମ୍ବ ନକରି ଶିଶୁ ବିଭାଗକୁ ସ୍ଥାନାନ୍ତର କଲୁ । ହେଲେ ସେଠାରେ ଯାଇ ଦେଖିଲା ବେଳକୁ ମୋ ପୁଅ…

ଗାଁରେ ବ୍ୟାପିବାରେ ଲାଗିଛି ଜଣ୍ଡିସ ରୋଗ, ଛୋଟ ପିଲାମାନେ ହେଉଛନ୍ତି ଅଧିକ ଆକ୍ରାନ୍ତ

ଦିନକୁ ଦିନ ବଢ଼ୁଛି ଜଣ୍ଡିସ ରୋଗୀଙ୍କ ସଂଖ୍ୟା । ଗାଁର ପିଲାଙ୍କ ଠାରୁ ବୟସ୍କ ଲୋକଙ୍କ ପର୍ଯ୍ୟନ୍ତ ଅଧିକାଂଶ ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଲେଣି । କିନ୍ତୁ ଆବଶ୍ୟକୀୟ ଚିକିତ୍ସା ଅବହେଳା ସହିତ ପାଖରେ ଥିବା କାରଖାନାର ଧୂଆଁ ଲୋକଙ୍କ ଜୀବନକୁ ବିପର୍ଯ୍ୟସ୍ତ କରିଦେଲାଣି । ଏଭଳି ଘଟଣା ଦେଖା…

ଗାଁ ଦାଣ୍ଡରେ ଖେଳୁଥିଲା ୩ ବର୍ଷର କୁନି ଝିଅ, ଝାମ୍ପି ନେଲା ବାଘ

ଉମରକୋଟ : ୩ ବର୍ଷର କୁନି ଝିଅକୁ ଝାମ୍ପି ନେଲା କଲରାପତରିଆ । ଲୋକଙ୍କ ଚିତ୍କାର ଶୁଣି ଛାଡ଼ି ଦେଇ ପଳାଇଲା । ଘଟଣା ଘଟିଛି ନବରଙ୍ଗପୁର ସୀମାନ୍ତ ଛତିଶଗଡ଼ ଧମତେରି ଜିଲ୍ଲାରେ । ଭିନସାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଧରାବତରାର ଗାଁରେ ବାଘ ଆକ୍ରମଣ । କୁନି ଝିଅଟି ସଂଧ୍ୟାରେ ଖେଳୁଥିବା ବେଳେ ବାଘ…

ପୁନର୍ଜନ୍ମ ପାଇଲେ ଜେମି, ଟାଇଟାନିକର ଆର୍କିଟେକ୍ଟ ଇଞ୍ଜିନିୟର ଥିବା ନେଇ ଦାବି

ଆପଣ ନିଶ୍ଚିତ ଭାବେ ଅନେକ ଫିଲ୍ମରେ ପୁନର୍ଜନ୍ମର ଦୃଶ୍ୟ ଦେଖିଥିବେ । ଫିଲ୍ମରେ ଏସବୁ ଘଟଣା ଦେଖିବାକୁ ଭଲ ଲାଗେ । ବାସ୍ତବ ଜୀବନରେ ବି କିଛି ଲୋକ ଏଭଳି ଘଟଣାକୁ ବିଶ୍ୱାସ କରନ୍ତି । କିନ୍ତୁ ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଏଭଳି ଘଟଣାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ନିକଟରେ…

ମା’ କୋଳରୁ ଶିଶୁପୁତ୍ରକୁ ନେଇ କୂଅରେ ପକାଇଥିବା ଘଟଣା: ଖୁଡ଼ୀ ଓ ଜେଜେମା’ ଅଟକ

ନରସିଂହପୁର : ମା କୋଳରୁ ଛୁଆକୁ ଆଣି କୂଅରେ ଫିଙ୍ଗିବା ଘଟଣାରେ ଖୁଡ଼ୀ ଓ ଜେଜେମା’ ଅଟକ । ମୃତ ଶିଶୁର ଖୁଡ଼ୀ ଓ ଜେଜେ ମାଙ୍କୁ ଅଟକ ରଖିଲା ନରସିଂହପୁର ପୋଲିସ । ଗତ ୨୮ ତାରିଖରେ ନରସିଂହପୁର ସୁବଳୟା ଗାଁରେ ଘଟିଥିଲା ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଗ୍ରାମର ଚିତରଞ୍ଜନ ନାୟକଙ୍କ ସ୍ତ୍ରୀ…

ଅତ୍ୟଧିକ ଟିଭି ଦେଖୁବାର ଦଣ୍ଡ ଦେଲେ ବାପା

ଅତ୍ୟଧିକ ଟିଭି ଦେଖୁଥିବାରୁ ବାପା ନିଜ ୩ ବର୍ଷର ଝିଅକୁ ଏମିତି ଏକ ଦଣ୍ଡ ଦେଇଛନ୍ତି । ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଟି ଭି ଦେଖିବାକୁ ହେଲେ ଏକ ପାତ୍ରରେ ଲୁହ ଭରିବା ପାଇ କହିଛନ୍ତି ବାପା । ଏ ଦୃଶ୍ୟ ହେଉଛି ଦକ୍ଷିଣ ଚିନର ଗୁଆଙ୍ଗସୀ । ଜୁଆଙ୍ଗ ସ୍ୱୟଂ ଶାସିତ ଅଞ୍ଚଳର…

ଛୋଟ ଛୋଟ କଥା ପାଇଁ ପିଲାଙ୍କୁ ବାଡ଼ାନ୍ତୁ ନାହିଁ, ପଡିପାରେ ଖରାପ ପ୍ରଭାବ

ଆଜିକାଲି ପିଲାମାନେ ବହୁତ ଜିଦିଆ ହୋଇଥାନ୍ତି । ସେମାନେ କିଛି ନା କିଛି ଜିନିଷ ପାଇଁ ବହୁତ ଜିଦି କରିଥାନ୍ତି । ଯେଉଁ କାରଣରୁ ପ୍ୟାରେଣ୍ଟସ୍‌ମାନେ ନିଜ ପିଲାମାନଙ୍କୁ କିଛି ବୁଝାଇବା ପାଇଁ ବାରମ୍ବାର ବାଡାନ୍ତି । କିନ୍ତୁ ପିଲାମାନଙ୍କୁ ପିଟିବା ଦ୍ୱାରା ସେମାନଙ୍କ ଶାରୀରିକ ଏବଂ ମାନସିକ…