ରାଜଧାନୀ ଭୁବନେଶ୍ୱରରେ ପିଲା ଚୋରି ଅଭିଯୋଗ, ଧରା ହେଲେ ସ୍ୱାମୀ ସ୍ତ୍ରୀ
ଭୁବନେଶ୍ୱର (କେନ୍ୟୁଜ୍) : ୨୦ ହଜାର ଟଙ୍କାରେ ୧୧ ବର୍ଷର ପିଲାକୁ ବିକ୍ରି ଉଦ୍ୟମ। ପିଲା ଚୋରି ଅଭିଯୋଗରେ ସ୍ୱାମୀ ସ୍ତ୍ରୀ ଥାନାରେ ଅଟକ। ନୟାଗଡ଼ର ଏକ ଦମ୍ପତିଙ୍କୁ ଖଣ୍ଡଗିରି ଥାନା ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି ।
ଗତକାଲି ଜାଗମରା ଗାଁରୁ ଜଣେ ୧୧ ବର୍ଷର ପିଲାକୁ ସେମାନେ ନେଇ…