ମାଆ ସିନା ଦୂରେଇ ଦେଲା ହେଲା ସାବତ ମାଆ ଉମା ଛୁଆହାତୀ ପଦ୍ମାକୁ ଆଦରି ନେଲା
ଢେଙ୍କାନାଳ(କେନ୍ୟୁଜ୍): ଢେଙ୍କାନାଳ କପିଳାସ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରରେ ନୂଆ ଅତିଥି ପଦ୍ମାକୁ ଅନ୍ୟ ହାତୀ ମାନଙ୍କ ଗହଣରେ ଛଡା ଯାଇଛି। ଗଞ୍ଜାମରେ ହାତୀ ପଲ ଠାରୁ ଅଲଗା ହୋଇଥିବା ହାତୀ ଛୁଆ ପଦ୍ମା ଗତ ୩୧ ତାରିଖ ରାତିରେ ହାତୀ ଉଦ୍ଧାର କେନ୍ଦ୍ରରେ ପହଞ୍ଚି ଥିଲା। ସେହିଦିନ ଠାରୁ ତାକୁ…