Browsing Tag

child health

ଶରୀର ଅପେକ୍ଷା ଶିଶୁର ମୁଣ୍ଡ ଅଧିକ ଗରମ ରହୁଛି କି ? ଜାଣନ୍ତୁ ଏହାର କାରଣ

ଗୋଟିଏ ନବଜାତ ଶିଶୁ ଜନ୍ମ ହେବାର କିଛି ମାସ ପର୍ଯ୍ୟନ୍ତ ପିତାମାତାଙ୍କ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ । ଯେହେତୁ ନବଜାତ ଶିଶୁମାନେ ଅତ୍ୟନ୍ତ ସୂକ୍ଷ୍ମ ଏବଂ ସେମାନଙ୍କର ଶରୀର ସମ୍ପୂର୍ଣ୍ଣ ରୂପେ ବିକଶିତ ହୋଇନଥାଏ । ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ…

ବୟସ ଅନୁସାରେ ଆପଣଙ୍କ ପିଲାର ଓଜନ ଅଧିକ କି ? ସତର୍କତା ଅବଲମ୍ବନ କରନ୍ତୁ, ନଚେତ ହେବ ବଡ ସମସ୍ୟା

ପିଲା ହେଉ କିମ୍ବା ବୟସ୍କ ଲୋକ ହୁଅନ୍ତୁ, ଏହା ଆପଣମାନଙ୍କୁ ଜଣା ଯେ ମୋଟାପଣ ଅନେକ ରୋଗର କାରଣ ହୋଇଥାଏ । ବିଶେଷକରି ଯଦି ପିଲାମାନଙ୍କଠାରେ ମୋଟାପଣ ଅଧିକ ବଢିଯାଏ, ତେବେ ଆପଣଙ୍କୁ କିଛି ବିଶେଷ ଜିନିଷର ଯତ୍ନ ନେବାକୁ ପଡିବ । ଏପରି ମଧ୍ୟ କୁହାଯାଏ ଯେ ମେଟାବୋଲିକ୍ ଡିସଅର୍ଡର ଜେନେଟିକ୍ ଜିନ୍…

ନବଜାତ ଶିଶୁ ପେଟ ତଳକୁ କରି ଶୋଇବା ହୋଇଥାଏ ଲାଭଦାୟକ , ଜାଣନ୍ତୁ କେତେ ବର୍ଷର ଶିଶୁ କେତେ ସମୟ ଶୋଇବା ଉଚିତ୍‌

ନବଜାତ ଶିଶୁ ଜନ୍ମ ସମୟରେ ବହୁତ ଦୁର୍ବଳ ହୋଇଥାନ୍ତି । ଶିଶୁର ଭଲ ଅଭିବୃଦ୍ଧି ପାଇଁ ସେମାନଙ୍କର ବିଶେଷ ଯତ୍ନ ନେବା ଉଚିତ୍‌ । ଯେପରି ନବଜାତ ଶିଶୁ ପାଇଁ ଠିକ୍ ସମୟରେ ଖାଦ୍ୟ ଖୁଆଇବା, ଗାଧୋଇ ଦେବା ଓ ତାଙ୍କ ସହ ଖେଳିବା ଜରୁରୀ ହୋଇଥାଏ । ସେହିପରି ପେଟ ତଳକୁ କରି ଶିଶୁକୁ ଶୋଇବା ମଧ୍ୟ ଶିଶୁର…

ନଖେଳିଲେ ବିଗୁଡ଼ୁଛି ପିଲାଙ୍କ ସ୍ବାସ୍ଥ୍ୟ, ସମାନଙ୍କୁ ଦିଆଯାଉ ଖେଳିବାକୁ ସୁଯୋଗ

ଖେଳ, ସବୁବେଳେ ସୁସ୍ଥ ଜୀବନର ଏକ ଅଂଶ ହୋଇ ରହିଆସିଛି । ଶରୀରକୁ ଫିଟ ରଖିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପିଲାଠୁ ବୁଢା ସମସ୍ତଙ୍କୁ ପ୍ରତ୍ୟେକ ଦିନ କିଛିନା କିଛି ଘରବାହାରେ ଖେଳାଯାଉଥିବା ଖେଳ ଖେଳିବା ଉଚିତ, ନହେଲେ ବ୍ୟାୟାମ କରିବେ । ଯାହା ଶରୀରକୁ ଦୀର୍ଘଦୀନ ପର୍ଯ୍ୟନ୍ତ ସୁସ୍ଥ…

ମଙ୍କି ପକ୍ସ ହୋଇଥିଲେ ପିଲାଙ୍କୁ ବଞ୍ଚାନ୍ତୁ ଏପରି, ଲକ୍ଷଣ ଦେଖିଲେ ଡରନ୍ତୁ ନାହିଁ,କରନ୍ତୁ ଏହି ଉପାୟ

କରୋନା ପରେ ମଙ୍କିପକ୍ସ ଦ୍ରୁତ ଗତିରେ ସଂକ୍ରମିତ ହେଉଛି । ଯାହା ପିଲାଙ୍କୁ ଅଧିକ ପ୍ରଭାବିତ କରୁଛି । ଯଦି ଆପଣଙ୍କ ଶିଶୁ ଠାରେ ମଙ୍କିପକ୍ସ ଲକ୍ଷଣ ଦେଖୁଛନ୍ତି,ତେବେ ଡରନ୍ତୁ ନାହିଁ ।ଏହି ରୋଗ ବିଶେଷକରି ୧ ରୁ ୫ ବର୍ଷର ଶିଶୁଙ୍କ ଠାରେ ଅଧିକ ଦେଖାଯାଉଛି । ବରଂ ଏହି ଉପାୟ ଆପଣାନ୍ତୁ ଓ ଶିଶୁର…

ଶିଶୁଙ୍କ କାନ ସଫା ପାଇଁ ତେଲ ପକାଇବା ସୁରକ୍ଷିତ କି ନୁହେଁ, ଜାଣନ୍ତୁ କ’ଣ କୁହନ୍ତି ଏକ୍ସପର୍ଟ

ଶିଶୁଙ୍କର ସ୍ୱାସ୍ଥ୍ୟର ଯେତିକି ଧ୍ୟାନ ରଖିବା ଉଚିତ, ସେତିକି ସ୍କିନର ମଧ୍ୟରଖିବା ଜରୁରୀ। ପିଲାଙ୍କ ସ୍କିନ ବହୁତ ସମ୍ବେଦନଶୀଳ ହୋଇଥାଏ। ତେଣୁ ଅଧିକ ଧ୍ୟାନ ରଖିବା ଉଚିତ। ପିଲାଙ୍କୁ ଲାଳନ ପାଳନ କରିବା ପାଇଁ ଜେଜେ ମା ଏବଂ ଆଈ ବିଭିନ୍ନ ପ୍ରକାର ଉପାୟ ବତାଇଥାନ୍ତି। ପିଲାଙ୍କୁ କ’ଣ ଖୁଆଇବେ,…

ୟୁରିକ ଏସିଡ୍ ପାଇଁ ବ୍ୟବହାର କରନ୍ତୁ ହଳଦୀ, ଜାଣନ୍ତୁ ଏହି ରୋଗ ଓ ତା’ର ଲକ୍ଷଣ

ବର୍ତମାନ ଅଧିକ ମାତ୍ରାରେ ଲୋକଙ୍କ ଠାରେ ମଧୁମେହ, ଏସିଡ଼ିଟି ଓ ଉଚ୍ଚ ରକ୍ତ ଚାପ ଭଳି ରୋଗ ଦେଖିବାକୁ ମିଳୁଛି। ଯାହାକି କୌଣସି ବଡ ରୋଗ ଠାରୁ କିଛି କାମ ନୁହେଁ। ଘରୋଇ ଦ୍ରବ୍ୟ ବ୍ୟବହାର କରିବା ଦରକାର, ଆପଣ ଜାଣିଛନ୍ତି ହଳଦୀକୁ ଲୋକେ ବିଭିନ୍ନ ପ୍ରକାରରେ ବ୍ୟବହାର କରନ୍ତି , କିନ୍ତୁ ବର୍ତମାନ…

ଏହି ପାଞ୍ଚଟି ଲକ୍ଷଣକୁ ଚିହ୍ନନ୍ତୁ : ପିଲା ଦୁର୍ବଳ ହେବାର ମୁଖ୍ୟ କାରଣ, ଦୁର୍ବଳତାକୁ ଦୂର କରିବା ପାଇଁ କରନ୍ତୁ ଏହି…

ସାଧାରଣ ଭାବେ ଛୋଟ ପିଲାମାନେ ଅଧିକ ସମୟରେ ଅକ୍ଟିଭ ରୁହନ୍ତି। ଏମିତିକି ପିଲାମାନେ ସ୍କୁଲରୁ ଆସିବା ମାତ୍ରେ ସେମାନେ ଖେଳିବାକୁ ବାହାରକୁ ଯାଆନ୍ତି। ଖେଳିବା ପରେ ମଧ୍ୟ ସେମାନେ ଏତେ ଜଲଦି କ୍ଳାନ୍ତ ଅନୁଭବ କରନ୍ତି ନାହିଁ। ଆପଣ ଜାଣିଛନ୍ତି ଯେ ପିଲାମାନଙ୍କର ଦିନସାରା ଡେଇଁବା ଏବଂ ଖେଳିବାର…

ଶୀତଦିନରେ ଶିଶୁମାନଙ୍କୁ ଦିଅନ୍ତୁ ପୋଷକ ତତ୍ତ୍ୱରେ ଭରପୂର ଏହି ପରିବା, ମିଳିବ ଅନେକ ଫାଇଦା

ସବୁଜ ପନିପରିବାରେ ଏମିତି ଅନେକ ଗୁଣ ଭରି ରହିଛି ଯାହା ଶରୀର ପାଇଁ ଆବଶ୍ୟକ ହୋଇଥାଏ। ବିଶେଷ କରି ଛୋଟ ପିଲାଙ୍କ ପାଇଁ ସବୁଜ ପନିପରିବା ବେଶ ଲାଭକାରୀ ହୋଇଥାଏ ।ସେମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ପନିପରିବା ଅନେକ ସହାୟକ ହୋଇଥାଏ। ତେବେ ଏହାରି ମଧ୍ୟରେ ଆପଣ ଶାକରକନ୍ଦା ବା କନ୍ଦମୂଳ କଥା…

ଛୁଆ ମିଠା ପ୍ରିୟ ହୋଇଥିଲେ ଚିନି ବଦଳରେ ଦିଅନ୍ତୁ ଏହି ଦୁଇଟି ଜିନିଷ, ମିଳିବ ଅନେକ ଫାଇଦା

ପିଲାମାନେ ରାଗ ଅପେକ୍ଷା ମିଠା ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି। କିଛି ଛୁଆଙ୍କୁ ମିଠା ଏତେ ପସନ୍ଦ ଯେ ସେମାନଙ୍କୁ କିଛି ନ ମିଳିଲେ ସେମାନେ ଚିନି ଖାଇ ଖୁସି ହୋଇଯାଆନ୍ତି। କିନ୍ତୁ ଆବଶ୍ୟକତାଠାରୁ ଅଧିକ ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଆସନ୍ତୁ ଜାଣିବା ପିଲାଙ୍କୁ ଚିନି…