Odisha News
Browsing Tag

child kidnap

ବାଲେଶ୍ୱର ସୋର ଥାନା ରେଳ ଷ୍ଟେସନ ନିକଟରୁ ଚକୋଲେଟ୍ ଲୋଭ ଦେଖାଇ ପିଲାକୁ ଅପହରଣ

ବାଲେଶ୍ୱର: ଚକୋଲେଟ୍ ଲୋଭ ଦେଖାଇ ଅପହରଣ। ବାଲେଶ୍ୱର ଜିଲ୍ଲା ସୋର ଥାନା ରେଳ ଷ୍ଟେସନ ନିକଟରୁ ଜଣେ ପିଲାକୁ ଚକୋଲେଟ୍ ଦେଇ ଅପହରଣ କରନିଆଯାଇଥିବା ଅଭିଯୋଗ ହୋଇଛି। ବାହାନଗା ଅଞ୍ଚଳର ବର୍ଷା ବିନ୍ଧାଣି ନାମକ ଜଣେ ମହିଳା ନିଜ ପିଲା ସହ ସୋର ଅଞ୍ଚଳରେ ଭିକ ମାଗି ଚଳୁଥିଲେ। ସଂଧ୍ୟାରେ ଘରକୁ…

ନୟାଗଡ଼: ୮ ବର୍ଷର ନାବାଳିକା ଅପହରଣକୁ ବିତିଗଲା ୩ଦିନ, ଏପର୍ଯ୍ୟନ୍ତ ଅପରାଧୀଙ୍କ ଟେର୍‌ ପାଉନି ପୋଲିସ୍

ନୟାଗଡ଼(କେନ୍ୟୁଜ୍) : ନୟାଗଡ଼ ଚାନ୍ଦପୁର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ଅପହରଣର ତିନି ଦିନ ପରେ ବି ପୋଲିସ ହାତ ଖାଲି । ଗତ ୭ ତାରିଖ ଗୋପବନ୍ଧୁ ନଗରରେ ରାଜେସ ଚୌଧୁରୀଙ୍କ ୮ ବର୍ଷର ଝିଅ ମିତାଲି ଓ ତାର ଜଣେ ସମ୍ପର୍କୀୟ ଭାଇ ଖେଳୁଥିବା ସମୟରେ ଚକଲେଟ୍‌ ଦେବା ବାହାନାରେ…

ବିଶ୍ବାସରେ ଦେଲେ ବିଷ, ବନ୍ଧୁ ସାଜି ଅପହରଣ କରିନେଲେ ୨ ବର୍ଷର ଶିଶୁ

ବାରିପଦା (କେନ୍ଯୁଜ୍) : ବାରିପଦା ସହରରେ ଘଟିଛି ଏହି ଘଟଣା। ପେରେଡ ପଡିଆ ଅ଼ଞ୍ଚଳର ସେକ ରାହଜନଙ୍କ ୨ ବର୍ଷର ପୁଅକୁ ଅଞ୍ଜନା ମହନ୍ତ ନାମକ ଜଣେ ମହିଳା ଅପହରଣ କରିନେଇଥିବା ଅଭିଯୋଗ ହୋଇଛି। ଗତ ଶନିବାର ସେକ୍‌ ରାଜନଙ୍କ ପୁଅର ଦେହ ଖରାପ ହେବାରୁ ତାକୁ ବାରିପଦା ମେଡିକାଲ ନିଆଯାଇଥିଲା। ସେଠାରେ…

ପିଲାଚୋରି ଅଭିଯୋଗରେ ୭ ଅଟକ, ୨ ଶିଶୁ ଉଦ୍ଧାର

ଘଟଗାଁ(କେନ୍ଯୁଜ୍) : ପିଲା ଚୋରି କରି ନେଉଥିବା ଅଭିଯୋଗରେ ଗ୍ରାମବାସୀ କାବୁ କରିଥିବା 7 ଜଣକୁ ପୋଲିସ ଉଦ୍ଧାର କରି ଥାନାରେ ଅଟକ ରଖିବା ସହ 2ଜଣ ଶିଶୁକୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ତୁରୁମୁଙ୍ଗା ଥାନା ଜାମୁନାଳିଆ ଫୁଟବଲ ପଡିଆରୁ 2ଜଣ ଶିଶୁଙ୍କୁ 7ଜଣ ଯୁବକ ଅପହରଣ କରି ନେଇଯାଉଥିବା…