ରାକ୍ଷସ ମଣିଷ ! ଦୁଇ ପିଲାକୁ ନିର୍ମମ ଭାବେ ହତ୍ୟା କରିବା ପରେ ରାନ୍ଧି ଖାଇଲା ଯୁବକ
ନୃଶଂସତାର ସବୁ ସୀମା ପାର । ପିଲାକୁ ନିର୍ମମ ଭାବେ ହତ୍ୟା କରିବା ପରେ ରାନ୍ଧି ଖାଇଛି ରାକ୍ଷସ । ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମୁଜଫରଗଡ ନାମକ ଏକ ସହରରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।
ଖବର ମୁତାବକ, ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ…