Browsing Tag

child labor

ଏହା ହେଉଛି ଆମର ଶିକ୍ଷା ବ୍ୟବସ୍ଥା : ସ୍କୁଲରେ ପାଠ ବଦଳରେ ମୂଲିଆ ଭଳି ଖଟୁଛନ୍ତି ପିଲା

ସାଲେପୁର(କେନ୍ୟୁଜ୍‌):  ସ୍କୁଲରେ ପାଠ ବଦଳରେ କାମ କରୁଛନ୍ତି ପିଲା । କିଏ ଶାବଳ ଧରି ଖୋଳୁଛି ତ କିଏ ଖୁଣ୍ଟ ଧରି ଠିଆ ହୋଇଛି, ଆଉ କିଏ ବାଲି ବୁଝାଇ ଆଣୁଛି । ଏମାନେ ପୁଣି ସଭିଏଁ ସ୍କୁଲ୍ ପୋଷାକ ପିନ୍ଧିଛନ୍ତି । ହଁ ଆଜ୍ଞା ପଦାରେ ପଡିଲା ଶିକ୍ଷକଙ୍କ ଦାୟିତ୍ୱହୀନତା ।  ସ୍କୁଲରେ ଏବେ…

ଶିଶୁ ସୁରକ୍ଷା ଅଫିସରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର

ଭୁବନେଶ୍ବର : ଶିଶୁ ସୁରକ୍ଷା ଅଫିସରଙ୍କ ଘରୁ ଶିଶୁ ଶ୍ରମିକ ଉଦ୍ଧାର । ଭୁବନେଶ୍ୱର ରେଳ ଷ୍ଟେସନରୁ ଏହି ଶିଶୁଙ୍କୁ ଚାଇଲ୍ଟ ଲାଇନ୍‌ ଉଦ୍ଧାର କରିଛି । ତାଙ୍କୁ ଭୁବନେଶ୍ୱରରୁ ଅନୁଗୁଳ ନିଆଯାଉଥିଲା । ଶିଶୁ ସୁରକ୍ଷା ଅଫିସର ଜଣଙ୍କ ହେଲେ ଅନୁଗୁଳ ଡିସିପିଓ ଅନୁରାଧା ନାୟକ । ଉଦ୍ଧାର ଶିଶୁ…