Browsing Tag

child murder

ବଲାଙ୍ଗିର ଜିଲ୍ଲା ଶିଶୁ ହତ୍ୟା ଘଟଣା, ରହସ୍ୟ ଉନ୍ମୋଚନ କଲା ଲାଠୋର ପୋଲିସ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଜଲପାଁକେଲ ଗାଁର ନାବାଳକ ଶିଶୁ ହତ୍ୟା ଘଟଣା ।  ରହସ୍ୟ ଉନ୍ମୋଚନ କଲା ଲାଠୋର ପୋଲିସ। ବଳି ନୁହେଁ ପୂର୍ବଶତ୍ରୁତ କୁ ନେଇ ହତ୍ୟାକାଣ୍ଡ ।  ନିଜ ପୁଅର ହତ୍ୟା ପ୍ରତିଶୋଧ ନେବା ପାଇଁ ହତ୍ୟାକାରୀ କରିଛି ହତ୍ୟା ।  ହତ୍ୟାକାରୀ ଡୋଲାମଣି ରଣା ଓ…

ମଧ୍ୟପ୍ରଦେଶ : ୮ ବର୍ଷର ଝିଅକୁ ହତ୍ୟା କରି କୂଅରେ ପକାଇଥିଲା ବାପା, ଦୁଷ୍କର୍ମ ହୋଇଥିବା ପୋଲିସ କରୁଛି ସନ୍ଦେହ

ନିଜ ସନ୍ତାନକୁ କେବେ କ’ଣ କିଏ ଏମିତି ନୃଶଂସତା କାମ କରିପାରେ ! ହେଲେ ଜଣେ ବାପା ୮ ବର୍ଷର ଝିଅ ସହିତ ଏମିତି ଘୃଣ୍ୟ କାମ କରିଛନ୍ତି, ଯାହା ଜାଣିବା ପରେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ମଧ୍ୟପ୍ରଦେଶ ଗୁନା ଜିଲ୍ଲାରେ ଜଣେ ବ୍ୟକ୍ତି ୮ ବର୍ଷର ଝିଅକୁ ହତ୍ୟା କରି କୂଅରେ ପକାଇଥିବା ଖବର…

ନିଜ ଉପରେ ଭୂତ ଲାଗିଛି ଭାବି ପୁଅକୁ ମାରିଦେଲା ବାପା, ଗୁଣିଆ କଥାରେ ପଡ଼ି କଲା ଏମିତି କାଣ୍ଡ

ଗୁଣିଆ କଥାରେ ପଡ଼ି ନିଜ ପୁଅର ଜୀବନ ନେଇଗଲା ବାପା । ମାଟିରେ କଚାଡ଼ି ପୁଅକୁ କଲା ହତ୍ୟା । ଘର ଲୋକେ କିଛି ବୁଝିବା ପୂର୍ବରୁ ନାରକୀୟ କାଣ୍ଡ ଘଟାଇଲା ବାପା । ଆଉ ଏଭଳି କାଣ୍ଡ କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଛି । ଏଭଳି ଏକ ଅଭାବନୀୟ ଘଟଣା ରାଜସ୍ଥାନରୁ ବୁନ୍ଦି ଜିଲ୍ଲାରୁ ସାମ୍ନାକୁ…

ପରକୀୟା ପ୍ରୀତିରେ ଲିପ୍ତ ହୋଇ ପୁଅର ଜୀବନ ନେଇଥିଲା ମା’, ଏବେ ପୋଲିସକୁ ମିଳିଲା ବଡ଼ ସଫଳତା

ଦେବଗଡ: ନିଜ ଜନ୍ମ କଲା ଛୁଆର ଜୀବନ ନେଇଥିଲା ମା’ । ଭାବିଥିଲା ଧରା ପଡ଼ିବନି । କିନ୍ତୁ ପୋଲିସ ଆଗରେ ଯେତେ ନାଟକ କଲେ ବି ସେ ନାଟକ କାମ ଦେଲାନି । ପରକୀୟା ପ୍ରୀତିରେ ଲିପ୍ତ ହୋଇ ପୁଅର ଜୀବନ ନେଇଥିଲା ମା’ । ଏବେ ହତ୍ୟାକାରୀ ମା’କୁ ଗିରଫ କରିଛି ପୋଲିସ । ଗତ ୧ ତାରିଖ ଦିନ ଦେବଗଡ ପୌରାଞ୍ଚଳ…

ସମଲିଙ୍ଗୀ ସାଥୀ ପାଇଁ ମାତୃତ୍ୱକୁ ଭୁଲିଗଲା ମା’, ନିର୍ମମ ଭାବେ ନେଲା ନିଜ ସନ୍ତାନର ଜୀବନ

ମା’ ଓ ସନ୍ତାନର ସମ୍ପର୍କ ସବୁଠୁ ଉଚ୍ଚରେ କାରଣ ଯେତେ ବାଧାବିଘ୍ନ ଆସିଲେ ବି ମା’ ତା ଛୁଆ ଘଣ୍ଟ ଘୋଡ଼େଇ ରଖିଥାଏ । କିନ୍ତୁ ଆଜିର ସମାଜରେ ଛୁଆମାନେ ନିଜ ମା’ ପାଖେ ବି ସୁରକ୍ଷିତ ନାହାନ୍ତି । କାହିଁକି ନା କିଛି ମା’ ଏପରି ଅଛନ୍ତି ଯେଉଁମାନେ ନିଜ ମାତୃତ୍ୱକୁ ଭୁଲି ଯାଉଛନ୍ତି । ଆଉ ନିଜ…

ରାକ୍ଷସ ମଣିଷ ! ଦୁଇ ପିଲାକୁ ନିର୍ମମ ଭାବେ ହତ୍ୟା କରିବା ପରେ ରାନ୍ଧି ଖାଇଲା ଯୁବକ

ନୃଶଂସତାର ସବୁ ସୀମା ପାର । ପିଲାକୁ ନିର୍ମମ ଭାବେ ହତ୍ୟା କରିବା ପରେ ରାନ୍ଧି ଖାଇଛି ରାକ୍ଷସ । ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ମୁଜଫରଗଡ ନାମକ ଏକ ସହରରେ ଏଭଳି ଘଟଣା ଘଟିଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଖବର ମୁତାବକ, ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ…

ମା ନା ଡାଆଣୀ? ଦେଢ଼ ମାସର ଶିଶୁ କନ୍ୟାକୁ ତଣ୍ଟି ଚିପି ମାରିଥିବା ଅଭିଯୋଗ

ଆଳି(କେନ୍ୟୁଜ୍): ପୁଣି ଆସିଲା ଶିଶୁ କନ୍ୟାକୁ ହତ୍ୟା ଭଳି ସଙ୍ଗିନ ଅଭିଯୋଗ।  ନିଜ ଜନ୍ମ କରିଥିବା ମାଆ ସାଜିଲା ଡାଆଣି । ମାଆ ନାମରେ ଲାଗିଛି କଳଙ୍କ । ଦେଢ଼ ମାସର ଶିଶୁକନ୍ୟାକୁ ତଣ୍ଟି ଚିପି ହତ୍ୟା କରିଥିବା ସୂଚନ ମିଳିଛି।  ଏଭଳି ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ…

ଲୋମହର୍ଷଣକାରୀ ହତ୍ୟାକାଣ୍ଡ: ଚାକରାଣୀ ପ୍ରେମରେ ଅନ୍ଧ ହୋଇ ୨ ବର୍ଷର ଶିଶୁକୁ ମାରିଦେଲା ମାଲିକର ପୁଅ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ଜିଲ୍ଲାରେ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି। ଚାକରାଣୀର ପ୍ରେମରେ ଅନ୍ଧ ହୋଇ ତାଙ୍କ ୨ ବର୍ଷର ଶିଶୁ କନ୍ୟାକୁ ହତ୍ୟା କଲା ଘର ମାଲିକର ପୁଅ । ଏଭଳି ଘଟଣା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଭୂଇଁ ପଡ଼ା ଗାଁରେ ଦେଖିବାକୁ ମିଳିଛି । ଆଉ ଖୋଦ ଘର…

ଆମେରିକାରେ ଅପହୃତ ଶିଖ ପରିବାରର ୪ ଜଣଙ୍କୁ ହତ୍ୟା, ୮ ମାସର ଶିଶୁକୁ ବି ଛାଡ଼ିଲେ ନାହିଁ ଦୁର୍ବୃତ୍ତ

ଆମେରିକାର କାଲିଫର୍ଣ୍ଣିଆରୁ ଅପହରଣ ହୋଇଥିବା ଶିଖ ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି। ସେମାନଙ୍କୁ ଅପହରଣ କରି ହତ୍ୟା କରିବା ପରେ ଏକ ବଗିଚାରେ ଫିଙ୍ଗିଦିଆଯାଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୮ ମାସର ଶିଶୁ ରହିଛନ୍ତି। ତେବେ ଜଣେ ୪୮ ବର୍ଷୀୟ ଯୁବକ ଏହି ପରିବାର ସଦସ୍ୟଙ୍କୁ…

ଛିଃ ଏତେ ନୃଶଂସ! ସ୍ତ୍ରୀ ଆଉ ଝିଅକୁ ହାଣିବା ପରେ କଟା ମୁଣ୍ଡ ଧରି ଶ୍ୱଶ୍ୱର ଘରେ ପହଞ୍ଚିଲା ଜ୍ୱାଇଁ

ବିହାରର ମଧେପୁରାରୁ ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ନିର୍ଦ୍ଦୟ ସ୍ୱାମୀ ପାଶବିକତାର ସବୁ ସୀମା ଟପିଯାଇଛି। ଏହି ରାକ୍ଷସ ନିଜ ସ୍ତ୍ରୀ ଓ ଦେଢ଼ ବର୍ଷର ଝିଅର ମୁଣ୍ଡ ଗଣ୍ଡି ଅଲଗା କରି ଦେଇଛି। ପତ୍ନୀର ମୁଣ୍ଡ କାଟି ସେ ଶ୍ୱଶୁର ଘରେ ରଖିଆସିଥିବା ବେଳେ ଝିଅର କଟା ମୁଣ୍ଡକୁ ଘର…

ଏ କିଭଳି ମା’; ଅନ୍ତ ଫାଡ଼ି ଜନ୍ମ ଦେଇଥିବା ଝିଅକୁ ହିଁ ମାରିଦେଲା! ୪ର୍ଥ ମହଲାରୁ ଫିଙ୍ଗିଦେଲା ତଳକୁ…ଜାଣନ୍ତୁ ମାମଲା

ଏକ ମା’ ତା’ ଶିଶୁର ସବୁଠାରୁ ବଡ଼ ରକ୍ଷକ ହୋଇଥାଏ। କାହିଁକି ନା, ମା’ କେବଳ ଯେ ଶିଶୁକୁ ଜନ୍ମ ଦେଇ ନ ଥାଏ, ବରଂ ତାକୁ ପାଳି ପୋଷି ବଡ଼ କରିଥାଏ। ମା’ ଓ ଶିଶୁ ଭିତରେ ଥିବା ନିବିଡ଼ତାକୁ ନେଇ ଅନେକ ଗଳ୍ପ, କବିତା ଲେଖା ଯାଇଛି। ମା’ର ମମତା ସବୁଠୁ ଉଚ୍ଚରେ। ହେଲେ ଏବେ କର୍ଣ୍ଣାଟକରୁ ଏମିତି ଏକ…

ବାପାଙ୍କ ପ୍ରତି ହୋଇଥିବା ଅପମାନର ପ୍ରତିଶୋଧ ନେଲା ୧୩ ବର୍ଷର ନାବାଳକ; ବର୍ଷକର କୁନିଝିଅକୁ ମାରି ପାଇଖାନା ଟାଙ୍କିରେ…

ଲକ୍ଷ୍ନୌରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା। ଏଠାରେ ସେର୍‌ପୁର ଥାନା ଅଞ୍ଚଳରେ ଜଣେ ବର୍ଷକର କୁନି ଝିଅକୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୩ ବର୍ଷର ଜଣେ ନାବାଳକକୁ ଧରିଛି। ପୋଲିସ ସୂଚନା ମୁତାବକ, ନାବାଳକ ଜଣକ ନିଜ ବାପାଙ୍କ ପ୍ରତି ହୋଇଥିବା ଅପମାନର…