ଝିଅ ଜନ୍ମ ହୋଇଛି କି ଆଉ ନାମ କଣ ଦେବେ ଖୋାଜୁଛନ୍ତି? ତେବେ ଜାଣନ୍ତୁ A ରୁ Z ଭିତରେ ୟୁନିକ୍ ନାଁର ଲିଷ୍ଟ
ସମସ୍ତଙ୍କ ପରିଚୟ ନାମରୁ ହିଁ ହୋଇଥାଏ। ଏଥିପାଇଁ ଏକ ଅର୍ଥ ସୂଚାଉଥିବା ଏବଂ ବହୁତ ଖାସ୍ ନାମ ରହିବା ମଧ୍ୟ ଜରୁରୀ ହୋଇଥାଏ। ସବୁ ବାପା ମାଆମାନେ ଚାହାଁନ୍ତି ନିଜ ନବଜାତ ଶିଶୁର କୌଣସ ଏକ ନୂଆ ଏବଂ ୟୁନିକ ନାମ ଦେବାକୁ। ପୂର୍ବରୁ ହିନ୍ଦୁ ପରମ୍ପରାରେ ଏମିିିତି ପ୍ରଥା ରହିଥିଲା ଯେ ଶିଶୁର…