Browsing Tag

child rape

ମୃତଦେହ ସହିତ ଯୌନ ସଂପର୍କ ରଖିବା ଜଘନ୍ୟ ଅପରାଧ କିନ୍ତୁ ଦୁଷ୍କର୍ମ ନୁହେଁ : ଛତିଶଗଡ ହାଇକୋର୍ଟ

ମୃତଦେହ ସହିତ ଯୌନ ସମ୍ବନ୍ଧ କରିବା ମାମଲାରେ ଶୁଣାଣି କରି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି ଛତିଶଗଡ଼ ହାଇକୋର୍ଟ । ଛତିଶଗଡ ହାଇକୋର୍ଟ ଏକ ଶୁଣାଣିରେ କହିଛନ୍ତି, କୌଣସି ମୃତଦେହ ସହିତ ଯୌନ ସଂପର୍କ ସ୍ଥାପନ କରିବା ଜଘନ୍ୟ ଅପରାଧ ହେଲେ ଏହା କୌଣସି ଦୁଷ୍କର୍ମ କିମ୍ବା ଆଇପିସି ଧାରା ୩୭୬…

ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ,୩ ଅଟକ

ଷ୍ଟିଲ ସିଟିରେ ପୁଣି ଲଜ୍ଜା। ରାଉରକେଲା ବିଶ୍ରା ଥାନା ଅଞ୍ଚଳରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ୩ ଅଟକ। ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଉଦିତନଗର ଥାନା ପୋଲିସ। ଗତ ୧୭ ତାରିଖ ଅପରାହ୍ନରେ ଷ୍ଟେସନ ଅଞ୍ଚଳର ନାବାଳିକା ଜଣକ ବୁଲା ବୁଲି କରୁଥିଲେ। ଏହି ସମୟରେ ଖାଇବାକୁ…

କଟକରେ ପୁଣି ଲଜ୍ଜା: ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ

କଟକ: କଟକରେ ପୁଣି ଲଜ୍ଜା ।  ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ପୀଡିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟର ଶିଶୁ ଭବନରେ ଭର୍ତ୍ତି କରାଯାଇଛି ।  ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି । ବାରଙ୍ଗ ତ୍ରିଶୁଳିଆରୁ ଆସିଛି ଏଭଳି ଛାତିଥରା ଖବର ।  ଦୁଷ୍କର୍ମ କରି…

ନାବାଳିକା ସହିତ ଶାରୀରିକ ସମ୍ବନ୍ଧ କରୁଥିବା ବେଳେ ଆସିଲା ହାର୍ଟଆଟାକ୍, ଚାଲିଗଲା ଜୀବନ

ନାବାଳିକାଙ୍କୁ ହୋଟେଲରେ ଯୌନ ଶୋଷଣ କରୁଥିବା ବେଳେ ଚାଲିଗଲା ବ୍ୟକ୍ତି ଙ୍କ ଜୀବନ ।  ତାଙ୍କ ମୃତ୍ୟୁ ହୃଦଘାତରେ ହୋଇଥିବା ପୋଲିସ କହିଛି । ଏପରି ଏକ ଅଭାବନୀୟ ଘଟଣା ମୁମ୍ବାଇର ଏକ ହୋଟେଲରେ ଘଟିଛି । ତେବେ ନାବାଳିକା ମା’ଙ୍କ ଅଭିଯୋଗରେ ବିଏନଏସ ଏବଂ ପୋକସୋ ଅଧିନିୟମ ଅଧିନରେ ମାମଲା ଦାୟର…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ମାମଲା : ୨ ଗିରଫ

ନବରଙ୍ଗପୁର : ନବରଙ୍ଗପୁରରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ୨ ଗିରଫ । ସେମାନଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଅଲେଖ ମାଝୀ ଏବଂ ପରମାନନ୍ଦ ଦିଶାରୀ । ପୀଡ଼ିତାଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିବା ସ୍ବୀକାର କରିଛନ୍ତି ଅଭିଯୁକ୍ତ । ଉଭୟଙ୍କୁ ଆଜି…

ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲା ଅଭିଯୁକ୍ତ

ଗଜପତି : ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଗିରଫ ହେଲା ୫୫ ବର୍ଷୀୟ ଅଭିଯୁକ୍ତ । ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ବଳରାମ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି, ଗତକାଲି ସନ୍ଧ୍ୟାରେ ଶିଶୁକନ୍ୟା ଘର…

ଆଶ୍ରମ ସ୍କୁଲ ଛାତ୍ରୀଙ୍କ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଦୁଇ ଶିକ୍ଷକ ଗଲେ ଜେଲ

ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଜଣେ ୧୧ ବର୍ଷିୟା ଆଶ୍ରମ ସ୍କୁଲ ଯୌନ ନିର୍ଯାତନା ଘଟଣାରେ ଅଟକ ପ୍ରଧାନ ଶିକ୍ଷକ ସଚିନ୍ଦ୍ର ବିଶ୍ୱାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ କୁନ୍ଦେଇ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ହାତଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମଇନା ପରେ…

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ଶାରୀରିକ ସଂପର୍କ ରଖିଥିଲେ ଏହି ASI ଓ ହୋମଗାର୍ଡ

କେନ୍ୟୁଜ୍(ବ୍ୟୁରୋ):  ଖାକିରେ ଲାଗିଲା ଦାଗ । ପୃଥକ ପୃଥକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ASI ଓ ହୋମଗାର୍ଡ। ସୂଚନା ଅନୁସାରେ ଏଏସଆଇ ଆନନ୍ଦ ମାଝୀ ସ୍ତ୍ରୀଙ୍କ ମୃତ୍ୟୁ ପରେ ଯାମଦା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜ ଘରର ପୁଅଝିଅକୁ ଦେଖାଶୁଣା କରିବା ପାଇଁ ରଖିଥିଲେ।…

ତିଗିରିଆ ଅଞ୍ଚଳରେ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

 କଟକ(କେନ୍ୟୁଜ) : ତିଗିରିଆ ଅଞ୍ଚଳରେ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଘଟଣା। ଆସାମୀ ଦିଗାମ୍ବର ପ୍ରଧାନ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ। ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ୧୦ ବର୍ଷ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ। ଜରିମାନା ଅନାଦେୟ…

ଦିଲ୍ଲୀରେ ୧୨ ବର୍ଷର ପୁଅକୁ ଅତି ନୃଶଂସଭାବେ ଗଣଦୁଷ୍କର୍ମ କଲେ ୪ ଜଣ, ତା’ପରେ ପ୍ରାଇଭେଟ୍‌ ପାର୍ଟରେ ପୂରାଇଲେ ରଡ୍‌

ନୂଆଦିଲ୍ଲୀ: ସାଧାରଣତଃ ଝିଅମାନେ ଦୁଷ୍କର୍ମର ଶିକାର ହେଉଥିବା ଖବର ଆସୁଥିବା ବେଳେ ଦିଲ୍ଲୀରେ ଜଣେ ନାବାଳକକୁ ଗଣଦୁଷ୍କର୍ମ କରାଯିବା ଘଟଣା ବର୍ତ୍ତମାନ ସାରା ଦେଶକୁ ଦୋହଲାଇ ଦେଇଛି। ରାଜଧାନୀ ଦିଲ୍ଲୀର ସିଲମପୁର ଅଞ୍ଚଳରେ ଜଣେ ୧୨ ବର୍ଷର ବାଳକ ଗଣଦୁଷ୍କର୍ମର ଶିକାର ହୋଇ ମେଡିକାଲରେ ସଂଘର୍ଷ…

୩ ବର୍ଷର କୁନି ଝିଅକୁ ସ୍କୁଲ ବସ୍‌ ଚାଳକଙ୍କ ଦୁଷ୍କର୍ମ; ସାହାଯ୍ୟ କଲେ ମହିଳା ହେଲ୍‌ପର…! ମନ୍ତ୍ରୀ କହିଲେ, ଏଣିକି…

ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳରେ ୩ ବର୍ଷର ଏକ କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଝିଅଟି ନିଜ ସ୍କୁଲ ବସ୍‌ ଡ୍ରାଇଭରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି। ଆଶ୍ଚର୍ଯ୍ୟର କଥା, ଯେତେବେଳେ ଏହି ଘଟଣା ଘଟିଥିଲା, ସେହି ସମୟରେ ମହିଳା ହେଲ୍‌ପର ଘଟଣାସ୍ଥଳରେ…

କୁରକୁରେ ଦେବାକୁ କହି ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ,ଯୁବକ ଗିରଫ

ନବରଙ୍ଗପୁର(କେନ୍ୟୁଜ) : ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାାନା ଅଞ୍ଚଳରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା । ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ଗ୍ରାମର…