Browsing Tag

child rape

ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲା ଅଭିଯୁକ୍ତ

ଗଜପତି : ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଗିରଫ ହେଲା ୫୫ ବର୍ଷୀୟ ଅଭିଯୁକ୍ତ । ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ବଳରାମ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି, ଗତକାଲି ସନ୍ଧ୍ୟାରେ ଶିଶୁକନ୍ୟା ଘର…

ଆଶ୍ରମ ସ୍କୁଲ ଛାତ୍ରୀଙ୍କ ଯୌନ ନିର୍ଯାତନା ମାମଲା: ଅଭିଯୁକ୍ତ ଦୁଇ ଶିକ୍ଷକ ଗଲେ ଜେଲ

ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଜଣେ ୧୧ ବର୍ଷିୟା ଆଶ୍ରମ ସ୍କୁଲ ଯୌନ ନିର୍ଯାତନା ଘଟଣାରେ ଅଟକ ପ୍ରଧାନ ଶିକ୍ଷକ ସଚିନ୍ଦ୍ର ବିଶ୍ୱାସ ଓ ସହକାରୀ ଶିକ୍ଷକ କେଶବ ମାଝୀଙ୍କୁ କୁନ୍ଦେଇ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ହାତଭରଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମଇନା ପରେ…

ବିବାହର ପ୍ରତିଶ୍ରୁତି ଦେଇ ନାବାଳିକା ସହ ଶାରୀରିକ ସଂପର୍କ ରଖିଥିଲେ ଏହି ASI ଓ ହୋମଗାର୍ଡ

କେନ୍ୟୁଜ୍(ବ୍ୟୁରୋ):  ଖାକିରେ ଲାଗିଲା ଦାଗ । ପୃଥକ ପୃଥକ ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବନ୍ଧା ହେଲେ ASI ଓ ହୋମଗାର୍ଡ। ସୂଚନା ଅନୁସାରେ ଏଏସଆଇ ଆନନ୍ଦ ମାଝୀ ସ୍ତ୍ରୀଙ୍କ ମୃତ୍ୟୁ ପରେ ଯାମଦା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ନିଜ ଘରର ପୁଅଝିଅକୁ ଦେଖାଶୁଣା କରିବା ପାଇଁ ରଖିଥିଲେ।…

ତିଗିରିଆ ଅଞ୍ଚଳରେ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ମାମଲା, ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

 କଟକ(କେନ୍ୟୁଜ) : ତିଗିରିଆ ଅଞ୍ଚଳରେ ଭିନ୍ନକ୍ଷମ ନାବାଳିକା ଦୁଷ୍କର୍ମ ଘଟଣା। ଆସାମୀ ଦିଗାମ୍ବର ପ୍ରଧାନ କଟକ ସ୍ୱତନ୍ତ୍ର ପୋକସୋ କୋର୍ଟରେ ଦୋଷୀ ସାବ୍ୟସ୍ତ। ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ। ୧୦ ବର୍ଷ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ। ଜରିମାନା ଅନାଦେୟ…

ଦିଲ୍ଲୀରେ ୧୨ ବର୍ଷର ପୁଅକୁ ଅତି ନୃଶଂସଭାବେ ଗଣଦୁଷ୍କର୍ମ କଲେ ୪ ଜଣ, ତା’ପରେ ପ୍ରାଇଭେଟ୍‌ ପାର୍ଟରେ ପୂରାଇଲେ ରଡ୍‌

ନୂଆଦିଲ୍ଲୀ: ସାଧାରଣତଃ ଝିଅମାନେ ଦୁଷ୍କର୍ମର ଶିକାର ହେଉଥିବା ଖବର ଆସୁଥିବା ବେଳେ ଦିଲ୍ଲୀରେ ଜଣେ ନାବାଳକକୁ ଗଣଦୁଷ୍କର୍ମ କରାଯିବା ଘଟଣା ବର୍ତ୍ତମାନ ସାରା ଦେଶକୁ ଦୋହଲାଇ ଦେଇଛି। ରାଜଧାନୀ ଦିଲ୍ଲୀର ସିଲମପୁର ଅଞ୍ଚଳରେ ଜଣେ ୧୨ ବର୍ଷର ବାଳକ ଗଣଦୁଷ୍କର୍ମର ଶିକାର ହୋଇ ମେଡିକାଲରେ ସଂଘର୍ଷ…

୩ ବର୍ଷର କୁନି ଝିଅକୁ ସ୍କୁଲ ବସ୍‌ ଚାଳକଙ୍କ ଦୁଷ୍କର୍ମ; ସାହାଯ୍ୟ କଲେ ମହିଳା ହେଲ୍‌ପର…! ମନ୍ତ୍ରୀ କହିଲେ, ଏଣିକି…

ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଳରେ ୩ ବର୍ଷର ଏକ କୁନି ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଝିଅଟି ନିଜ ସ୍କୁଲ ବସ୍‌ ଡ୍ରାଇଭରଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଛି। ଆଶ୍ଚର୍ଯ୍ୟର କଥା, ଯେତେବେଳେ ଏହି ଘଟଣା ଘଟିଥିଲା, ସେହି ସମୟରେ ମହିଳା ହେଲ୍‌ପର ଘଟଣାସ୍ଥଳରେ…

କୁରକୁରେ ଦେବାକୁ କହି ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ,ଯୁବକ ଗିରଫ

ନବରଙ୍ଗପୁର(କେନ୍ୟୁଜ) : ନବରଂଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାାନା ଅଞ୍ଚଳରେ ଘଟିଯାଇଛି ଏକ ଲଜ୍ଜାଜନକ ଘଟଣା । ଜଣେ ପାଞ୍ଚ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପାତ୍ରପୁଟ ଗ୍ରାମର…

ସ୍କୁଲରେ ମୋ ସହିତ ଜଣେ ଅଙ୍କଲ୍‌ ଆସି ଖରାପ କାମ କଲେ, ଏବେ ମୋତେ ବହୁତ କଷ୍ଟ ଲାଗୁଛି

ରାଜଧାନୀ ଦିଲ୍ଲୀରେ ପୁଣି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଗ୍ରେଟର ନୋଏଡାରେ ଜଣେ ୩ ବର୍ଷର ଝିଅ ସହିତ ଡିଜିଟାଲ ରେପ୍‌ ହୋଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପୋଲିସ ମାମଲା ଦାଏର କରିଛି। ପୀଡିତା ପିଲା ନିଜ ବାପାଙ୍କ ସହିତ ଥାନାକୁ ଆସି ପକୋସୋ ଆଇନ ଅନୁଯାୟୀ କେସ୍‌ ଦାଏର…

ପାକିସ୍ତାନରେ ସୁରକ୍ଷିତ ନୁହଁନ୍ତି ମହିଳା: ସରକାରୀ କ୍ୱାର୍ଟରରେ ୟୁନିସେଫ୍‌ ଅଧିକାରୀଙ୍କୁ ଦୁଷ୍କର୍ମ କଲେ ବ୍ୟକ୍ତିଗତ…

ଇସଲାମାବାଦ: ପାକିସ୍ତାନରେ ମହିଳାଙ୍କୁ ଦୁଷ୍କର୍ମ ଓ ଅତ୍ୟାଚାରର ମାମଲା ଲଗାତାର ବଢ଼ି ଚାଲିଛି। ରାଜଧାନୀ ଇସ୍‌ଲାମାବାଦରେ ମଧ୍ୟ ମହିଳାମାନେ ସୁରକ୍ଷିତ ନୁହଁନ୍ତି। ଏବେ ପାକିସ୍ତାନରୁ ଏକ ଛାତି ଥରା ତଥା ଅବିଶ୍ୱସନୀୟ ଖବର ସାମ୍ନାକୁ ଆସିଛି। ଯାହାକୁ ପଢ଼ିବା ପରେ ଆପଣ ବି କହିବେ ଏଠାରେ ରକ୍ଷକ…

ଢେଙ୍କାନାଳ: ୮ବର୍ଷର ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ ! ଦୁଷ୍କର୍ମକାରୀକୁ ଅଟକ ରଖି…

ଢେଙ୍କାନାଳ: ନାବାଳିକାକୁ ଦୁଷ୍କର୍ମ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ଜଣେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ସଙ୍ଗୀନ ଅଭିଯୋଗ ହୋଇଛି । ତେବେ ଦୁଷ୍କର୍ମକାରୀକୁ ଗ୍ରାମବାସୀ ଅଟକ ରଖି ନିର୍ଦ୍ଧୁମ ଛେଚିଥିବାବେଳେ, ପରେ ପୋଲିସର ଜିମା ଦେଇଥିଲେ । ସୂଚନା ଅନୁଯାୟୀ,…

ଆଠମଲ୍ଲିକ ବନ୍ତୁଲ ଗାଁରେ ଲଜ୍ଜା: ବୁଲାଇନେବା ବାହାନାରେ ୫ବର୍ଷର ଶିଶୁ କନ୍ଯାକୁ ଦୁଷ୍କର୍ମ, ଯୁବକ ଫେରାର୍

ଆଠମଲ୍ଲିକ:  ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ସାପଘରା ପଂଚାୟତ ବନ୍ତୁଲ ଗ୍ରାମରେ ଲଜ୍ଜା। ଗ୍ରାମର ଏକ ୫ ବର୍ଷର ଝିଅକୁ ଦୁଷ୍କର୍ମ। ଏନେଇ ଠାକୁରଗଡ଼ ଥାନାରେ ଅଭିଯୋଗ ହେବା ପରେ ସାମ୍ନାକୁ ଆସିଛି ସମସ୍ତ ଘଟଣା। ଅଭିଯୋଗ ଅନୁଯାୟୀ, ସୋମବାର ଦିନ ୧୨ଟା ବେଳେ  ୫ବର୍ଷର ଝିଅ…

ଆଳି ବନ୍ଧସାହିରେ ଲଜ୍ଜା: ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ୮୭ବର୍ଷର ବୃଦ୍ଧ ଗିରଫ

ଆଳି: କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଭୂଇଁପୁର, ବନ୍ଧସାହି ଗ୍ରାମର ଜଣେ ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ଆଜି ସକାଳୁ ସେହି ଗ୍ରାମର ଜନୈକ ୮୭ ବର୍ଷର ବୃଦ୍ଧ ଗିରଫ ହେବା ପରେ, ଘଟଣା ସାଧରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଭୂଇଁପୁର, ବନ୍ଧସାହି ଗ୍ରାମର ମହିଳା ସିପାନୀ ନାଥ(ଛଦ୍ମନାମ)…