Browsing Tag

child rescue

ମନ୍ଦିର ନିକଟରେ ଛାଡି ଚାଲିଯାଇଥିବା ଶିଶୁକନ୍ୟାକୁ ଉଦ୍ଧାର କରାଯାଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ କରାଗଲା…

କୋରାପୁଟ(କେ ନ୍ୟୁଜ): ଲକ୍ଷ୍ମୀପୁର ରାମମନ୍ଦିର ନିକଟରୁ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । କେହି ଶିଶୁ କନ୍ୟାଟିକୁ ମନ୍ଦିର ନିକଟରେ ଛାଡି ଯାଇଥିଲେ । ପ୍ରବଳ କାନ୍ଦୁଥୁବା ଅବସ୍ଥାରେ ଲକ୍ଷ୍ମୀପୁର ପୋଲିସ ଶିଶୁ କନ୍ୟାକୁ ଉଦ୍ଧାର କରି ଚିକିତ୍ସା କରିଥିଲେ । ଶିଶୁ କନ୍ୟାଟିକୁ କୋରାପୁଟ…

୮୦ ଫୁଟ୍‌ ଗର୍ତ୍ତ ଭିତରେ ଜୀବନ ସହ ସଂଗ୍ରାମ କରୁଛି ରାହୁଲ, ଚାଲିଛି ଉଦ୍ଧାର କାର୍ଯ୍ୟ

ନୂଆଦିଲ୍ଲୀ : ବୋରୱେଲ ପାଇଁ ଖୋଳାଯାଇଥିବା ଏକ ଗର୍ତ୍ତରେ ଖସି ପଡ଼ିଥିବା ରାହୁଲ ସାହୁଙ୍କୁ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳ ପ୍ରାଣପଣେ ଉଦ୍ୟମ ଜାରି ରଖିଛନ୍ତି। ଆଜିକୁ ୫ ଦିନ ହେବ ବୋରୱେଲ୍ ଭିତରେ ୧୧ ବର୍ଷର ପୁଅ ରାହୁଲ ଫସିଛି। ତାକୁ ଉଦ୍ଧାର କରିବା ପାଇଁ ଲଗାତର ଖୋଳା ଚାଲିଛି। ତେବେ ଗତ…

୮୦ ଫୁଟ ବୋରୱେଲରେ ଫସି ରହିଛି ୧୧ ବର୍ଷର ଶିଶୁ: ୪୨ ଘଣ୍ଟା ଧରି ଚାଲିଛି ରେସ୍କ୍ୟୁ ଅପରେସନ

ନୂଆଦିଲ୍ଲୀ : ନିର୍ମାଣଧୀନ ବୋରୱେଲରେ ଏକ ୧୧ ବର୍ଷର ଶିଶୁ ପଡ଼ି ଘଟିଯାଇଛି ଅଭାବନୀୟ ଘଟଣା। ଦୀର୍ଘ ୪୨ ଘଣ୍ଟାରୁ ଅଧିକ ସମୟ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଶିଶୁକୁ ଉଦ୍ଧାର କରାଯାଇପାରି ନାହିଁ। ୧୧ ବର୍ଷୀୟ ରାହୁଲ ସାହୁ ଚମ୍ପା ଜିଲ୍ଲାର ପିହ୍ରିଡ ଗାଁର ବୋରୱେଲରେ…

୩୦୦ ଫୁଟ ତଳକୁ ଖସି ପଡିଥିଲା ୨ ବର୍ଷର ଶିଶୁ: ଏମିତି ଜୀବନ ବଞ୍ଚାଇଲେ ଭାରତୀୟ ଯବାନ, ଭାଇରାଲ ହେଉଛି ଭିଡିଓ

ଯୁଦ୍ଧକ୍ଷେତ୍ର ହେଉ କିମ୍ବା ବିପର୍ଯ୍ୟୟ ସମୟ ହେଉ। ଭାରତୀୟ ସେନା ନିଜର ସାହସିକତା ଏବଂ କୌଶଳ ମାଧ୍ୟମରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସବୁବେଳେ ତତ୍ପରଥାନ୍ତି। ଠିକ ସେମିତି ଆଉ ଏକ ଚମତ୍କାର କରିଛନ୍ତି ଭାରତର ଜଣେ ବୀର ଯବାନ । ୩୦୦ ଫୁଟ ବୋରୱେଲରେ ଖସି ପଡିଥିବା ଏକ ଶିଶୁକୁ ଉଦ୍ଧାର…

ଯାଜପୁର: ନେପାଳରୁ ଯାଜପୁର, ଏ ୧୩ ବର୍ଷର ପିଲା ଏକା ଏକା ଏଠାକୁ ଆସିଲା କେମିତି ? ଉଦ୍ଧାର କଲା ଜିଲ୍ଲା ଶିଶୁ ସୁରକ୍ଷା…

ଯାଜପୁର ଟାଉନ(କେନ୍ୟୁଜ୍): ସୁଦୂର ନେପାଳରୁ ପଳାଇ ଆସିଥିବା ଶିଶୁକୁ ଉଦ୍ଧାର କଲା ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ। ୧୬ ନମ୍ବର ଜାତୀୟ ରାଜପଥ ପାଣିକୋଇଲି ନିକଟରୁ ଏହି ଶିଶୁକୁ ଉଦ୍ଧାର କରାଯାଇଛି। ଉଦ୍ଧାର ଶିଶୁ ନିଜ ନାଁ ବିଶାଲ ରାଣା ମଗର ବୋଲି କହିଛି । ଘର ନେପାଳ ଜାଲ ପୋଖରୀ…

ହଜିଲା ଝିଅ ଘରକୁ ଫେରିଲା, କିନ୍ତୁ ଝୁରି ଝୁରି ଆରପାରିକୁ ଚାଲିଯାଇଛି ମାଆ

ଗଜପତି (କେନ୍ୟୁଜ) : ହଜିଲା ଝିଅ ଘରକୁ ଫେରିଲା, କିନ୍ତୁ ଝିଅର ମୁହଁକୁ ଚାହିଁ ଚାହିଁ ଦୁନିଆକୁ ଛାଡି ଚାଲିଯାଇଛି ଝିଅର ମାଆ। ପାଖାପାଖି ବର୍ଷେ ପରେ ଠିକଣା ସ୍ଥାନରେ ପହଁଚିଲା ହଜିଲା ଝିଅ ଭବାନୀ, କିନ୍ତୁ ତା କୁନି ମୁହଁକୁ ଦେଖିବା ପାଇଁ ନଥିଲା ତାର ମାଆ। ଏଭଳି ଦୁଃଖଦ ଘଟଣା ଘଟିଛି ଗଜପତି…

ଜଙ୍ଗଲରୁ ଉଦ୍ଧାର ହେଲା ୪ ଦିନର ଶିଶୁକନ୍ୟା, ଚାଇଲଡ୍‌ ଲାଇନ୍‌କୁ ହସ୍ତାନ୍ତର

କୁଚିଣ୍ଡା : ଜଙ୍ଗଲ ଭିତରୁ ଉଦ୍ଧାର ହେଲା ୪ ଦିନର ଶିଶୁ କନ୍ୟା । ଅମାନବିକତା ଦେଖାଇ ନବଜାତଟିକୁ କେହି ଛାଡ଼ି ଦେଇଯାଇଥିଲା । ସମ୍ବଲପୁର ଜମନକିରା ବ୍ଲକ ଭାତପୁରା ଗାଁର ଏକ ଦମ୍ପତି ନିକଟସ୍ଥ ଜଙ୍ଗଲରୁ ଶିଶୁ କନ୍ୟାଟିକୁ ପାଇଥିଲେ । ସେମାନେ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ…

ଯାଜପୁର: ରସୁଲପୁର ବ୍ଲକ ଖଣ୍ଡାସ ଛକ ନିକଟ ନଦୀବନ୍ଧରୁ ଶିଶୁକନ୍ୟା ଉଦ୍ଧାର

ଯାଜପୁର: ପୁଣି ଅଲୋ଼ଡା ହେଲା ଶିଶୁକନ୍ୟା। ନଦୀ ବନ୍ଧରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା। ଗତକାଲି ବିଳମ୍ବିତ ରାତିରେ ରସୁଲପୁର ବ୍ଲକ ଖଣ୍ଡାସ ଛକ ନିକଟ ନଦୀବନ୍ଧରୁ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏକ ଶାଢିରେ ଶିଶୁ କନ୍ୟାକନ୍ୟାକୁ ଗୁଡ଼ା ଯାଇଥିବା ଅବସ୍ଥାରେ କିଛି ଲୋକ ଦେଖିବାକୁ ପାଇଥିଲେ।…